ସରକାରଙ୍କ କମିଶନ ଭେଳିକି: ୧୦ ବର୍ଷରେ ଚାପି ରଖିଛନ୍ତି ୮ଟି ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଓ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟକୁ ଚାପି ଦେଇଛନ୍ତି ସରକାର। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଥିବା ଏକ ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ଏଥିରେ ଅଛି ଗୁମୁଡୁମହା ଗୁଳିକାଣ୍ଡ ଘଟଣାରୁ ଆରମ୍ଭ କରି ଚିଟ୍‌ଫଣ୍ଡ କମିଶନ, ପିପିଲି ବଳାତ୍କାର, ସମ୍ ହସ୍ପିଟାଲ ନିଆଁ ପରି ରାଜ୍ୟକୁ ଦୋହଲାଇ ଦେଇଥିବା ସମ୍ବେଦନଶୀଳ ପ୍ରସଙ୍ଗର ତଦନ୍ତ ରିପୋର୍ଟ। ୧୦ ବର୍ଷରେ ୧୨ଟି କମିଶନ ବସାଇଛନ୍ତି ସରକାର। ହେଲେ ମାତ୍ର ୪ଟି ରିପୋର୍ଟ […]

Odisha govt dominated 8 commission report

Rakesh Mallick
  • Published: Monday, 23 April 2018
  • Updated: 23 April 2018, 09:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଓ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟକୁ ଚାପି ଦେଇଛନ୍ତି ସରକାର। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଥିବା ଏକ ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ଏଥିରେ ଅଛି ଗୁମୁଡୁମହା ଗୁଳିକାଣ୍ଡ ଘଟଣାରୁ ଆରମ୍ଭ କରି ଚିଟ୍‌ଫଣ୍ଡ କମିଶନ, ପିପିଲି ବଳାତ୍କାର, ସମ୍ ହସ୍ପିଟାଲ ନିଆଁ ପରି ରାଜ୍ୟକୁ ଦୋହଲାଇ ଦେଇଥିବା ସମ୍ବେଦନଶୀଳ ପ୍ରସଙ୍ଗର ତଦନ୍ତ ରିପୋର୍ଟ। ୧୦ ବର୍ଷରେ ୧୨ଟି କମିଶନ ବସାଇଛନ୍ତି ସରକାର। ହେଲେ ମାତ୍ର ୪ଟି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି।

୨୦୦୮ ସେପ୍ଟେମ୍ୱର ୩ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାମାମଲାର ତଦନ୍ତ ପାଇଁ ବସିଲା ଜଷ୍ଟିସ ମହାପାତ୍ର କମିଶନ। ତାଙ୍କ ଦେହାନ୍ତ ପରେ ପୁଣି ଜଷ୍ଟିସ୍ ନାଇଡୁ ୨୦୧୨ରେ ନେଲେ ତଦନ୍ତ ଦାୟିତ୍ୱ। କମିଶନଙ୍କ ପିଛା ସରକାର ଖର୍ଚ୍ଚ କଲେ ୨ କୋଟି ୧୧ ଲକ୍ଷ  ଟଙ୍କା। ୨୦୧୫ ଡିସେମ୍ବରରେ କମିଶନ, ସରକାରଙ୍କୁ ରିପୋର୍ଟ ଦେଲେ। ତେବେ ବିଧାନସଭାକୁ ଆସିଲା ନାହିଁ କମିଶନଙ୍କ ତଦନ୍ତ ରିପୋର୍ଟ।

୨୦୦୮ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟର ଅନ୍ୟ ସ୍ଥାନରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାର ଗଠନ କରିଥିଲେ ଜଷ୍ଟିସ ସି.ଆର. ପାଲ କମିଶନ। ୬ ବର୍ଷ ପରେ କମିଶନ ସରକାରଙ୍କୁ ରିପୋର୍ଟ ଦେଲେ। କମିଶନଙ୍କ ପଛରେ ସରକାର ଖର୍ଚ୍ଚ କଲେ କୋଟିଏ ୬୧ ଲକ୍ଷ ଟଙ୍କା। ହେଲେ ୧୦ ବର୍ଷ ବିତିଗଲା। କମିଶନ କ’ଣ ରିପୋର୍ଟ ଦେଲେ, ତାହା ବି ବିଧାନସଭାରେ ଉପସ୍ଥାପିତ ହେଲାନାହିଁ।

ବିଧାନସଭାରେ ଆସିଥିବା ତଥ୍ୟ ଅନୁଯାୟୀ, ୧୦ ବର୍ଷରେ ସରକାର ଗଠନ କରିଛନ୍ତି ୧୨ଟି ତଦନ୍ତ କମିଶନ। ସବୁଠୁ ଅଧିକ ୪ କୋଟି ୨୩ ଲକ୍ଷ ଖର୍ଚ୍ଚ ହୋଇଛି। ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ ପାଇଁ ଗଠିତ କମିଶନଙ୍କ ପାଇଁ ୨୦୧୩ରୁ ଆରମ୍ଭ ହୋଇଥିବା ଜଷ୍ଟିସ ଆର.କେ. ପାତ୍ର କମିଶନଙ୍କ ପରେ ଜଷ୍ଟିସ ଏମ. ଏମ ଦାସ କମିଶନ କମିଶନ ଏବେ ଏହାର ତଦନ୍ତ କରୁଛନ୍ତି କମିଶନ। ୪ ଟି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଦେଇଛନ୍ତି। କିନ୍ତୁ ଗୋଟିଏ ବି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇନି। ୨୦୧୬ରେ ଘଟିଥିଲା ଗମୁଡୁମହା ଗୁଳିକାଣ୍ଡ। ୨୦୧୨ର ପିପିଲି ଅର୍ଜୁନଗୋଧା ବଳାତ୍କାର ମାମଲା ଓ ବହୁ ଚର୍ଚ୍ଚିତ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ମଧ୍ୟ ଅନ୍ଧାରରେ ରହିଛି। ୧୨ ଟି କମିଶନ ମଧ୍ୟରୁ ଢେଙ୍କାନାଳର ଭୁବନରେ ଘଟିଥିବା ପୋଲିସ ଗୁଳିକାଣ୍ଡ ଘଟଣାର ତଦନ୍ତକୁ ବନ୍ଦ କରିଦେଇଛନ୍ତି ସରକାର। ୨୦୧୭ ଡିସେମ୍ବରରୁ ଆରମ୍ଭ ହୋଇଥିବା କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର କମିଶନଙ୍କ ପାଇଁ ସରକାର ୩୯ ହଜାର ୩୭୦ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ଦିଲ୍ଲୀପରାୟଙ୍କ ପ୍ରଶ୍ନରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଛନ୍ତି ଏହି ଲିଖିତ ଉତ୍ତର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story