‘ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ନାଁ ଓ ଠିକଣା ଯାଞ୍ଚ ହେବ’

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ନାଁ ଓ ଠିକଣା ଯାଞ୍ଚ ହେବ। ଏଥିପାଇଁ ବ୍ଲକସ୍ତରରେ ୩ ଜଣିଆ କମିଟି ଗଠନ ହୋଇଛି। ଏମାନେ କ୍ଷେତ୍ର ପରିଦର୍ଶନ କରି ସଠିକ୍ ଜମାକାରୀଙ୍କ ତଥ୍ୟ ଯାଞ୍ଚ କରିବେ। ଏପରିକି ଯାଞ୍ଚ ବେଳର ସମସ୍ତ ତଥ୍ୟ ଭିଡିଓଗ୍ରାଫି ମଧ୍ୟ କରାଯିବ। ଜୁନ୍ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ। ଆଜି ଏନେଇ ମୁଖ୍ୟଶାସନ […]

chit fund image

chit fund image

Rakesh Mallick
  • Published: Friday, 12 May 2017
  • Updated: 12 May 2017, 05:13 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ନାଁ ଓ ଠିକଣା ଯାଞ୍ଚ ହେବ। ଏଥିପାଇଁ ବ୍ଲକସ୍ତରରେ ୩ ଜଣିଆ କମିଟି ଗଠନ ହୋଇଛି। ଏମାନେ କ୍ଷେତ୍ର ପରିଦର୍ଶନ କରି ସଠିକ୍ ଜମାକାରୀଙ୍କ ତଥ୍ୟ ଯାଞ୍ଚ କରିବେ। ଏପରିକି ଯାଞ୍ଚ ବେଳର ସମସ୍ତ ତଥ୍ୟ ଭିଡିଓଗ୍ରାଫି ମଧ୍ୟ କରାଯିବ। ଜୁନ୍ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ।

ଆଜି ଏନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଯଥାଶୀଘ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ଶ୍ରୀ ପାଢ଼ୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos