କ୍ୟାନସର ରୋଗୀ ପାଇବେ ମାଗଣା ଚିକିତ୍ସା: ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ହେଲା ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହେବ ମାଗଣା କ୍ୟାନସର ଚିକିତ୍ସା। ବିଶେଷ କରି କ୍ୟାନସର ରୋଗୀଙ୍କୁ କେମୋ ଥେରାପି ସହିତ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ମଧ୍ୟ ମିଳିବ। ଆଜି ସଚିବାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଗଣା କ୍ୟାନସର ଚିକିତ୍ସାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ରାଜ୍ୟର ୧୩ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ଥିଲା। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କ୍ୟାନସର ଉପଶମ କେନ୍ଦ୍ରର ଲୋଗୋ ଏବଂ […]

12

12

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 11:14 PM IST

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହେବ ମାଗଣା କ୍ୟାନସର ଚିକିତ୍ସା। ବିଶେଷ କରି କ୍ୟାନସର ରୋଗୀଙ୍କୁ କେମୋ ଥେରାପି ସହିତ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ମଧ୍ୟ ମିଳିବ। ଆଜି ସଚିବାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଗଣା କ୍ୟାନସର ଚିକିତ୍ସାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ରାଜ୍ୟର ୧୩ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ଥିଲା।

ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କ୍ୟାନସର ଉପଶମ କେନ୍ଦ୍ରର ଲୋଗୋ ଏବଂ ମାର୍ଗଦର୍ଶିକା ପୁସ୍ତିକାକୁ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ଆସନ୍ତା ଦୁଇ ବର୍ଷ ମଧ୍ୟରେ ନବରଙ୍ଗପୁର, ଝାରସୁଗୁଡା, ଅନୁଗୁଳ ଓ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ୪୦ରୁ ୫୦କୋଟି ଟଙ୍କା ବ୍ୟୟରେ ରେଡିଓ ଥେରାପି ସେଣ୍ଟର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story