ଚୋର ଗଲା ପରେ ବୁଦ୍ଧି ପଶିଲା: ରସଗୋଲା ବାବଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ଏହି ସୂଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଏକ ଋଢ଼ି ରହିଛି ‘ଚୋର ଗଲା ପରେ ବୁଦ୍ଧି ପଶିଲା’। ଏହାର ଅର୍ଥ ସବୁ ଲୁଟ୍‌ ହେବା ପରେ ଚୋରକୁ ଧରିବାକୁ ବିଭିନ୍ନ ଉପାୟ ପାଞ୍ଚିବା। ଯାହା ଓଡ଼ିଶାର ସରକାରଙ୍କ ଆଚରଣରେ ଦେଖିବାକୁ ମିଳିଛି। ଆମେ କହୁଛୁ ରସଗୋଲାର ଜିଆଇ ମାନ୍ୟତା କଥା। ଆଜି ବାଂଲା ରସଗୋଲାକୁ ପଶ୍ଚିମବଙ୍ଗ ଜିଆଇ ମିଳିଛି। ଏହାପରେ ରାଜ୍ୟ ସରକାରଙ୍କ ଚେତନା ଉଦୟ ହୋଇଛି। ରାଜ୍ୟ ସରକାର ଖୁବଶୀଘ୍ର ରସଗୋଲାର ଜିଆଇ ମାନ୍ୟତା ହାସଲ କରିବା […]

rasagola

rasagola

Rakesh Mallick
  • Published: Tuesday, 14 November 2017
  • Updated: 14 November 2017, 10:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଏକ ଋଢ଼ି ରହିଛି ‘ଚୋର ଗଲା ପରେ ବୁଦ୍ଧି ପଶିଲା’। ଏହାର ଅର୍ଥ ସବୁ ଲୁଟ୍‌ ହେବା ପରେ ଚୋରକୁ ଧରିବାକୁ ବିଭିନ୍ନ ଉପାୟ ପାଞ୍ଚିବା। ଯାହା ଓଡ଼ିଶାର ସରକାରଙ୍କ ଆଚରଣରେ ଦେଖିବାକୁ ମିଳିଛି। ଆମେ କହୁଛୁ ରସଗୋଲାର ଜିଆଇ ମାନ୍ୟତା କଥା।

ଆଜି ବାଂଲା ରସଗୋଲାକୁ ପଶ୍ଚିମବଙ୍ଗ ଜିଆଇ ମିଳିଛି। ଏହାପରେ ରାଜ୍ୟ ସରକାରଙ୍କ ଚେତନା ଉଦୟ ହୋଇଛି। ରାଜ୍ୟ ସରକାର ଖୁବଶୀଘ୍ର ରସଗୋଲାର ଜିଆଇ ମାନ୍ୟତା ହାସଲ କରିବା ପାଇଁ ସବୁ ତଥ୍ୟ ଚେନ୍ନାଇ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବ। ଏହି ସୂଚନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି। ୮୦୦ ବର୍ଷ ତଳୁ ଓଡ଼ିଶାରେ ରସଗୋଲା ପ୍ରସ୍ତୁତ ହେଉଥିବାରୁ ଜିଆଇ ପାଇଁ ଦାବି କରାଯିବ ବୋଲି ସିଏମ୍‌ଓ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ରସଗୋଲା ଓଡିଶାର ନା ପଶ୍ଚିମବଙ୍ଗର। ଏହାକୁ ନେଇ ୨ବର୍ଷରୁ ଅଧିକ ସମୟ ହେଲା ଦୁଇ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଚାଲିଛି ଟଣାଓଟରା। ରସଗୋଲା କେବଳ ଓଡିଶାର ନୁହେଁ, ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓତଃପ୍ରୋତଃ ଭାବେ ମଧ୍ୟ ଜଡ଼ିତ। ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରା ସମୟରେ ମଧ୍ୟ ଜଗନ୍ନାଥଙ୍କ ନିକଟରେ ରସଗୋଲା ଭୋଗ ଲାଗି ହେବାର ପରମ୍ପରା ରହିଛି। ଏହା ଉପରେ ଅନୁସନ୍ଧାନ ଓ ତର୍ଜମା ପାଇଁ କମିଟି ଗଠନ ହୋଇଛି। ତେବେ କମିଟି ପକ୍ଷରୁ ସଂଗୃହିତ ରିପୋର୍ଟ ଏଯାଏଁ ଜିଆଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇ ନାହିଁ, ଯାହାର ଫାଇଦା ନେଇ ଦିପାଦ ଆଗେଇଛି ପଶ୍ଚିମବଙ୍ଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story