ମହଙ୍ଗା ହେଲା ମଦ

ଭୁବନେଶ୍ୱର: ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ହେବା ପରେ ମହଙ୍ଗା ହୋଇଛି ମଦ। ଯେକୌଣସି ବ୍ରାଣ୍ଡର ମଦ ଏଣିକି ଗ୍ରାହକଙ୍କୁ ବୋତଲ ପିଛା ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ରାଜ୍ୟ ପାନୀୟ ନିଗମ ଏନେଇ ରାଜ୍ୟ ସରକାର ଓ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛି। ରାଜ୍ୟରୁ ଆସୁଥିବା ବିଅର ବୋତଲ ପିଛା ୫ଟଙ୍କା ବଢ଼ିଛି। କିନ୍ତୁ ଓଡ଼ିଶାରେ ଉତ୍ପାଦିତ ବିଅର ଦର ଅପରିବର୍ତ୍ତିତ ରହିଛି। ସେହିପରି ଇଣ୍ଡିଆ ମେଡ୍‌ ଫରେନ୍‌ ଲିକର(ହ୍ୱିକ୍ସି, […]

wine

wine

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 08:47 PM IST

Sports

Latest News

ଭୁବନେଶ୍ୱର: ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ହେବା ପରେ ମହଙ୍ଗା ହୋଇଛି ମଦ। ଯେକୌଣସି ବ୍ରାଣ୍ଡର ମଦ ଏଣିକି ଗ୍ରାହକଙ୍କୁ ବୋତଲ ପିଛା ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ରାଜ୍ୟ ପାନୀୟ ନିଗମ ଏନେଇ ରାଜ୍ୟ ସରକାର ଓ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛି।

ରାଜ୍ୟରୁ ଆସୁଥିବା ବିଅର ବୋତଲ ପିଛା ୫ଟଙ୍କା ବଢ଼ିଛି। କିନ୍ତୁ ଓଡ଼ିଶାରେ ଉତ୍ପାଦିତ ବିଅର ଦର ଅପରିବର୍ତ୍ତିତ ରହିଛି। ସେହିପରି ଇଣ୍ଡିଆ ମେଡ୍‌ ଫରେନ୍‌ ଲିକର(ହ୍ୱିକ୍ସି, ରମ ଓ ଭୋଡକା) ବୋତଲ ପିଛା ୫ରୁ ୧୦ ଟଙ୍କା ଏବଂ ଭାରତ ବାହାରୁ ଆସୁଥିବା ମଦ ବୋତଲ ପିଛା ୧୫ ଟଙ୍କା ବଢ଼ିଛି। ତେବେ ବ୍ରାଣ୍ଡ ଓ କମ୍ପାନୀ ଅନୁସାରେ ଦର ଅଲଗା ଅଲଗା ରହିଛି।

ଚଳିତ ଆର୍ଥିକ ବର୍ଷରେ ମଦରୁ ପ୍ରାୟ ୩,୬୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ପାଇଁ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଗତବର୍ଷ ଟାର୍ଗେଟ ଥିଲା ୩,୩୦୦ କୋଟି।

ଓଡ଼ିଶା ମଦ ବ୍ୟବସାୟୀ ସଂଘ ଯୁଗ୍ମ ସଚିବ ପ୍ରଭାତ କିଶୋର ଦାଶ କହିଛନ୍ତି,“ମଦ ଦର ବୃଦ୍ଧି ହେଲେ ନିଶା କମ୍‌ ବ୍ୟବହାର ହେବ। ରାଜସ୍ୱ ବୃଦ୍ଧି ହେବ।”

ରାଜ୍ୟ ଓ ରାଜପଥଠାରୁ ୫୦୦ ମିଟର ଦୂରତା ଭିତରେ ମଦ ଦୋକାନ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଫାଙ୍କିବା ପାଇଁ ରାଜ୍ୟ ସରକାର ଗଳାବାଟ ବାହାର କରି ରାଜ୍ୟ ରାଜପଥର ନାଁ ବଦଳାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story