ଓଡ଼ିଶା ଜନମୋର୍ଚ୍ଚାର ନୂଆ ମହାସଚିବ ସିକ୍‌ତା ମହାପାତ୍ର

ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ୟାରୀମୋହନଙ୍କ ଦେହାନ୍ତ ପରେ ଓଡ଼ିଶା ଜନମୋର୍ଚ୍ଚାର ଖାଲି ପଡିଥିବା ମହାସଚିବ ପଦରେ ବସିଛନ୍ତି ସିକ୍‌ତା ମହାପାତ୍ର। ସିକତା ହେଉଛନ୍ତି ସ୍ୱର୍ଗତ ମହାପାତ୍ରଙ୍କ ବଡ଼ ଝିଅ। ନୂଆ ଦାୟିତ୍ୱ ନେବା ପରେ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି କହିଛନ୍ତି ସିକ୍‌ତା। ସେ କହିଛନ୍ତି,“ଲୋକଙ୍କ ଉନ୍ନତି ମୋର ପ୍ରଥମ ଲକ୍ଷ୍ୟ ରହିବ। ବିଶେଷ କରି ବସ୍ତି ବାସିନ୍ଦା ଓ ଆଦିବାସୀଙ୍କ ଉନ୍ନତି ପ୍ରତି ଦୃଷ୍ଟି ଦିଆଯିବ। ଦଳର ବରିଷ୍ଠ ନେତାମାନଙ୍କ ସହ ବସି […]

sikata

sikata

Rakesh Mallick
  • Published: Monday, 03 April 2017
  • Updated: 03 April 2017, 10:50 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ୟାରୀମୋହନଙ୍କ ଦେହାନ୍ତ ପରେ ଓଡ଼ିଶା ଜନମୋର୍ଚ୍ଚାର ଖାଲି ପଡିଥିବା ମହାସଚିବ ପଦରେ ବସିଛନ୍ତି ସିକ୍‌ତା ମହାପାତ୍ର। ସିକତା ହେଉଛନ୍ତି ସ୍ୱର୍ଗତ ମହାପାତ୍ରଙ୍କ ବଡ଼ ଝିଅ। ନୂଆ ଦାୟିତ୍ୱ ନେବା ପରେ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି କହିଛନ୍ତି ସିକ୍‌ତା।

ସେ କହିଛନ୍ତି,“ଲୋକଙ୍କ ଉନ୍ନତି ମୋର ପ୍ରଥମ ଲକ୍ଷ୍ୟ ରହିବ। ବିଶେଷ କରି ବସ୍ତି ବାସିନ୍ଦା ଓ ଆଦିବାସୀଙ୍କ ଉନ୍ନତି ପ୍ରତି ଦୃଷ୍ଟି ଦିଆଯିବ। ଦଳର ବରିଷ୍ଠ ନେତାମାନଙ୍କ ସହ ବସି ଆଲୋଚନା କରିବା ପରେ କେଉଁ ମୁଦ୍ଦାକୁ ଅଗ୍ରାଧିକାର ଦିଆଯିବ ସ୍ଥିର କରିବୁ। ବାପା ରାଜନୀତିକୁ ଆସିବା ପରେ ତାଙ୍କ ଠାରୁ ବହୁତ କିଛି ଶିଖିଛି। ଯାହାକୁ ଏବେ କାମରେ ଲଗାଇବି। ଏହା ମତେ ଆଗକୁ ଯିବାକୁ ସାହାଯ୍ୟ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story