ଓଡ଼ିଶା ଜିଲ୍ଲା ପରିଷଦ ସଂଶୋଧନ ବିଲ୍ ବିଧାନସଭାରେ ପାରିତ

ଭୁବନେଶ୍ୱର: ବିଧାନସଭାରେ ସୋମବାର ୨ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଯାଇଛି। ଓଡ଼ିଶା ଜିଲ୍ଲା ପରିଷଦ ସଂଶୋଧନ ବିଲ୍ ବିଧାନସଭାରେ ଆଲୋଚନା ପରେ ପାରିତ ହୋଇଛି। ଏଣିକି ଜିଲ୍ଲା ପରିଷଦ ସଦସ୍ୟ ଦଳବଦଳ କଲେ ଏହି ଆଇନ ବଳରେ ତାଙ୍କର ସଭ୍ୟ ପଦ ରଦ୍ଦ ହେବ।ବର୍ତ୍ତମାନ ସମୟରେ ଜିଲ୍ଲା ପରିଷଦ ସଦସ୍ୟମାନେ ଦଳୀୟ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ପରେ ଦଳବଦଳ କରୁଥିବାରୁ ଏଭଳି ଆଇନ କରାଯାଇଛି। ସେହିପରି ଓଡ଼ିଶା ପୌର ବିଧି ୨ୟ ସଂଶୋଧନ ବିଲ୍ ବିଧାନସଭାରେ […]

assembly

assembly

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 04:09 AM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ସୋମବାର ୨ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଯାଇଛି। ଓଡ଼ିଶା ଜିଲ୍ଲା ପରିଷଦ ସଂଶୋଧନ ବିଲ୍ ବିଧାନସଭାରେ ଆଲୋଚନା ପରେ ପାରିତ ହୋଇଛି। ଏଣିକି ଜିଲ୍ଲା ପରିଷଦ ସଦସ୍ୟ ଦଳବଦଳ କଲେ ଏହି ଆଇନ ବଳରେ ତାଙ୍କର ସଭ୍ୟ ପଦ ରଦ୍ଦ ହେବ।ବର୍ତ୍ତମାନ ସମୟରେ ଜିଲ୍ଲା ପରିଷଦ ସଦସ୍ୟମାନେ ଦଳୀୟ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ପରେ ଦଳବଦଳ କରୁଥିବାରୁ ଏଭଳି ଆଇନ କରାଯାଇଛି।

ସେହିପରି ଓଡ଼ିଶା ପୌର ବିଧି ୨ୟ ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି। ଏହି ବିଲରେ ଥିବା କ୍ଲଜରେ ସଂଶୋଧନ ପରେ ବିଲ୍ ପାରିତ କରାଯାଇଛି। ଏଣିକି ମ୍ୟୁନିସପାଲିଟି, ଏନଏସି କିମ୍ୱା ମହାନଗର ନିଗମରେ ଦୁଇ ତୃତୀୟାଂଶ ସଦସ୍ୟ ଚାହିଁଲେ ଦଳର ବିଭାଜନ ଓ ମିଶ୍ରଣ ହୋଇପାରିବ। ଆଗରୁ ଏହା ଏକ ତୃତୀୟାଂଶ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story