ଓଡ଼ିଶାରୁ ମଦ ବ୍ୟାନ୍‌ ହେବ ନାହିଁ

ଭୁବନେଶ୍ୱର: ରଜ୍ୟରେ ମଦ ବ୍ୟାନ୍‌ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି ଅବକାରୀ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାରଙ୍କ ସ୍ପଷ୍ଟୀକରଣ ପରେ ଆଇନ୍‌ର ଆଶ୍ରୟ ନେବା ସହ ଆନ୍ଦୋଳନକୁ ତୀବ୍ର କରିବାକୁ କେତେକ ସଙ୍ଗଠନ ଧମକ ଦେଇଛନ୍ତି। ବିହାର ଓ ଅନ୍ୟ କେତେକ ରାଜ୍ୟରେ ମଦ ବ୍ୟାନ୍‌ ପରେ ଓଡ଼ିଶାରେ ମଦ ବନ୍ଦ କରିବାକୁ ଦାବି ବଢିବାରେ ଲାଗିଛି। ଏହାକୁ ନେଇ ଅନେକ ସମୟରେ ରାସ୍ତାରୋକ ଓ ଆନ୍ଦୋଳନ […]

odisha-liqueur-no-bain

odisha-liqueur-no-bain

Rakesh Mallick
  • Published: Friday, 14 October 2016
  • Updated: 14 October 2016, 09:47 PM IST

Sports

Latest News

ଭୁବନେଶ୍ୱର: ରଜ୍ୟରେ ମଦ ବ୍ୟାନ୍‌ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି ଅବକାରୀ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାରଙ୍କ ସ୍ପଷ୍ଟୀକରଣ ପରେ ଆଇନ୍‌ର ଆଶ୍ରୟ ନେବା ସହ ଆନ୍ଦୋଳନକୁ ତୀବ୍ର କରିବାକୁ କେତେକ ସଙ୍ଗଠନ ଧମକ ଦେଇଛନ୍ତି।

ବିହାର ଓ ଅନ୍ୟ କେତେକ ରାଜ୍ୟରେ ମଦ ବ୍ୟାନ୍‌ ପରେ ଓଡ଼ିଶାରେ ମଦ ବନ୍ଦ କରିବାକୁ ଦାବି ବଢିବାରେ ଲାଗିଛି। ଏହାକୁ ନେଇ ଅନେକ ସମୟରେ ରାସ୍ତାରୋକ ଓ ଆନ୍ଦୋଳନ ହେଉଛି। ଏପରିକି ମଦ ଦୋକାନ ଉପରେ ଆକ୍ରମଣ ହେଉଛି।

ଅନ୍ୟପକ୍ଷରେ ମଦ ବ୍ୟାନ୍‌ କରାଯିବାର କୌଣସି ପ୍ରସ୍ତାବ ନାହିଁ, ବରଂ ଆବଶ୍ୟକତା ଅନୁଯାୟୀ ସ୍ୱଚ୍ଛ ଓ ବୈଧ ମଦ ଯୋଗାଣ କରିବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ଅବକାରୀ ବିଭାଗ ଚିଠିରୁ ଜଣାପଡ଼ିଛି।

ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି,“ନିଶା ନିବାରଣ କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ। ଜଣେ ଡେପୁଟି ସେକ୍ରେଟାରୀଙ୍କ ଦସ୍ତଖତର ଚିଠି ଦେଖିଲି।  ସେ ଚିଠି ଲେଖିବା ପୂର୍ବରୁ ସରକାରଙ୍କ ଦୃଷ୍ଟିକୁ ଆଣି ନ ଥିଲେ। ସେ ଲେଖିଛନ୍ତି ଯେ ନିଶା ନିବାରଣ ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଦେବେ। ସେ କେବେ ପ୍ରସ୍ତାବ ଦେବେ କୁହନ୍ତୁ, ମୁଁ ଯିବି। ବର୍ତ୍ତମାନ ସମାଜ ଯେଉଁ ସ୍ତରରେ ପହଞ୍ଚିଛି ସମ୍ପୂର୍ଣ୍ଣ ନିଶା ନିବାରଣ ଏକ ବାସ୍ତବବାଦୀ ଚିନ୍ତାଧାରା ନୁହେଁ।”

ଓଡ଼ିଶାରୁ ମଦ ବ୍ୟାନ୍‌ ପାଇଁ ଢେଙ୍କାନାଳ ଜିଲ୍ଲା ସୁରକ୍ଷା ମହାସଙ୍ଗଠନ ପକ୍ଷରୁ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ସେହି ଦାବି ଆଧାରରେ ରାଜ୍ୟ ସରକାର ମଦ ବ୍ୟାନ୍‌ ନେଇ କୌଣସ ପ୍ରସ୍ତାବ ନ ଥିବା ଉଲ୍ଲେଖ କରିଛନ୍ତି। ସେପଟେ ମଦ ବ୍ୟାନ୍‌ ନେଇ ସରକାରଙ୍କଠାରୁ ନିରାଶ ହେବା ପରେ ଏବେ ଆଇନ୍‌ର ଆଶ୍ରୟ ନେବା ପାଇଁ ଧମକ ଦେଇଛି ଏହି ସଙ୍ଗଠନ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ମଧ୍ୟ ମଦ ବ୍ୟାନ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।

ସଭାପତି ଟଙ୍କଧର କଅଁର କହିଛନ୍ତି,“ଓଡ଼ିଶାରୁ ମଦ ବ୍ୟାନ୍‌ ପାଇଁ ଆଇନ୍‌ର ଆଶ୍ରମ ନେବି। ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ସରକାରଙ୍କୁ ଦୌଡ଼ାଇବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story