ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ମାଟ୍ରିକ ଆଡମିଟ୍‌କାର୍ଡ଼

କଟକ (ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ଼ ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେଉଛି। ବୋଡ୍‌ର www.bseodisha.ac.in ରେ କ୍ଲିକ୍‌ କରି ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ପିଲାଙ୍କ ପାଇଁ ଆଡ୍‌ମିଡଟ୍‌ କାର୍ଡ଼ ଡାଉନ୍‌ଲୋଡ କରିପାରିବେ। ଆଡ୍‌ମିଟ କାର୍ଡର ହାର୍ଡ କପି ଆସନ୍ତା ୧୭ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚାଇ ଦିଆଯିବ। ମାଟ୍ରିକ ପରୀକ୍ଷା ପାଇଁ ଚଳିତ ବର୍ଷ ସମଗ୍ର ରାଜ୍ୟରେ ୩୦୨ଟି ନୋଡାଲ ସେଣ୍ଟର ଖୋଲା ଯାଇଛି। […]

odisha-matric-exam

odisha-matric-exam

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 06:29 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ଼ ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେଉଛି। ବୋଡ୍‌ର www.bseodisha.ac.in ରେ କ୍ଲିକ୍‌ କରି ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ପିଲାଙ୍କ ପାଇଁ ଆଡ୍‌ମିଡଟ୍‌ କାର୍ଡ଼ ଡାଉନ୍‌ଲୋଡ କରିପାରିବେ। ଆଡ୍‌ମିଟ କାର୍ଡର ହାର୍ଡ କପି ଆସନ୍ତା ୧୭ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚାଇ ଦିଆଯିବ।

ମାଟ୍ରିକ ପରୀକ୍ଷା ପାଇଁ ଚଳିତ ବର୍ଷ ସମଗ୍ର ରାଜ୍ୟରେ ୩୦୨ଟି ନୋଡାଲ ସେଣ୍ଟର ଖୋଲା ଯାଇଛି। ସେଥି ମଧ୍ୟରୁ ୨୩ ଟି ବିଭିନ୍ନ ପୋଲିସ ଷ୍ଟେସନରେ କରାଯାଇଛି। କନ୍ଧମାଳ ଜିଲ୍ଲାରେ ୭ ଟି, କୋରାପୁଟରେ ୩ଟି, ମାଲକାନାଗିରିରେ ୧୦ଟି ଓ ରାୟଗଡାର ୩ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛି ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos