ଯୁକ୍ତ ଦୁଇ ନାମ ଲେଖା ପାଇଁ ୨୨ରୁ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୨ ତାରିଖରୁ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍‌ ୭ ତାରିଖ ରହିଛି। ଉଭୟ ଅନ୍‌ଲାଇନ୍‌ ଓ ଅପ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ବିଦ୍ୟାଳୟ ଓ ଗଶଣିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍‌ ୧୩ରେ ପ୍ରଥମ କଟ୍‌ଅପ୍‌ ତାଲିକା ପ୍ରକାଶ ପାଇବ। ଜୁନ୍‌ ୧୬ରୁ ୧୯ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲ ଲେଖା ହେବ। […]

resule

resule

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 08:43 PM IST

Sports

Latest News

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୨ ତାରିଖରୁ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍‌ ୭ ତାରିଖ ରହିଛି। ଉଭୟ ଅନ୍‌ଲାଇନ୍‌ ଓ ଅପ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ବିଦ୍ୟାଳୟ ଓ ଗଶଣିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୁନ୍‌ ୧୩ରେ ପ୍ରଥମ କଟ୍‌ଅପ୍‌ ତାଲିକା ପ୍ରକାଶ ପାଇବ। ଜୁନ୍‌ ୧୬ରୁ ୧୯ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲ ଲେଖା ହେବ। ଜଣେ ପିଲା ସର୍ବାଧିକ ୧୦ଟି କଲେଜରେ ଆବେଦନ କରିପାରିବେ। ଆଡମିଶନ୍‌ ସମ୍ପର୍କିତ ସହାୟତା ପ୍ରଦାନ ଲକ୍ଷରେ ସାରା ରାଜ୍ୟର ପ୍ରମୁଖ କଲେଜ ଗୁଡ଼ିକରେ ସାମସ୍‌ ରିସୋର୍ସ ସେଣ୍ଟର ଖୋଲାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos