ନେତାଙ୍କୁ କଣ ଆଇନ୍ ମାଫ୍ ? ତଣ୍ଡ ଗଣୁଛନ୍ତି ଜନତା: ମନ୍ତ୍ରୀ, ବିଧାୟକ ନେତା ଓ ଅଫିସର ବେଫିକର

ଭୁବନେଶ୍ୱର : ନେତା, ମନ୍ତ୍ରୀ, ବିଧାୟକ ଏମାନେ କଣ ଆଇନର ବାହାରେ। ଆଜି ଲୋକସେବା ଭବନର ଦୃଶ୍ୟ ଦେଖିଲେ ଆପଣଙ୍କ ମନକୁ ବି ସମାନ ପ୍ରଶ୍ନ ଆସିବ। କାରଣ ଆଜି ଏଠାକୁ ଆସିଥିବା ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ଉଚ୍ଚପଦସ୍ଥ ଅଧିକାରୀ କେହି ବି ନୂଆ ଟ୍ରାଫିକ୍ ନିୟମ ଅନ୍ତର୍ଗତ ସିଟ୍‌ବେଲ୍ଟ ପିନ୍ଧି କାର୍‌ରେ ବସି ନଥିଲେ। ରାଜରାସ୍ତାରେ ଦୁଇ ଚକିଆ ଯାନରୁ ଆରମ୍ଭ କରି ଅଟୋ ରିକ୍ସା ଡ୍ରାଇଭରଙ୍କୁ ହଜାର ହଜାର ତଣ୍ଡ ଲାଗୁଥିବା ବେଳେ […]

tukuni-123456

tukuni-123456

Tapas Behera
  • Published: Thursday, 12 September 2019
  • Updated: 12 September 2019, 08:29 PM IST

ଭୁବନେଶ୍ୱର : ନେତା, ମନ୍ତ୍ରୀ, ବିଧାୟକ ଏମାନେ କଣ ଆଇନର ବାହାରେ। ଆଜି ଲୋକସେବା ଭବନର ଦୃଶ୍ୟ ଦେଖିଲେ ଆପଣଙ୍କ ମନକୁ ବି ସମାନ ପ୍ରଶ୍ନ ଆସିବ। କାରଣ ଆଜି ଏଠାକୁ ଆସିଥିବା ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ଉଚ୍ଚପଦସ୍ଥ ଅଧିକାରୀ କେହି ବି ନୂଆ ଟ୍ରାଫିକ୍ ନିୟମ ଅନ୍ତର୍ଗତ ସିଟ୍‌ବେଲ୍ଟ ପିନ୍ଧି କାର୍‌ରେ ବସି ନଥିଲେ। ରାଜରାସ୍ତାରେ ଦୁଇ ଚକିଆ ଯାନରୁ ଆରମ୍ଭ କରି ଅଟୋ ରିକ୍ସା ଡ୍ରାଇଭରଙ୍କୁ ହଜାର ହଜାର ତଣ୍ଡ ଲାଗୁଥିବା ବେଳେ ବଡ଼ ବଡ଼ିଆ ଯଦି ଏଭଳି ଆଇନ ଅମାନ୍ୟ କରିବେ ତେବେ କହିବା କାହାକୁ।

ସମୟ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା।  ସ୍ଥାନ-ପାଓ୍ୱାର କରିଡ଼ରର କେନ୍ଦ୍ରସ୍ଥଳ ଲୋକସେବା ଭବନ। ସବୁଦିନ ଭଳି ଆରମ୍ଭ ହୋଇଯାଇଥିଲା ମନ୍ତ୍ରୀ, ବିଧାୟକ, ନେତା, ସଚିବ ଓ ଅନ୍ୟ ଅଧିକାରୀଙ୍କ ଆଗମନ। ତେବେ ନେତା-ମନ୍ତ୍ରୀ ନୂଆ ଟ୍ରାଫିକ ନିୟମକୁ ନେଇ କେତେ ସଚେତନ ତାହା ପରଖିବାକୁ ପହଞ୍ଚିଯାଇଥିଲେ ଓଟିଭି କ୍ୟାମେରା ଟିମ୍ ।

ଆସିଲେ ମନ୍ତ୍ରୀ ଟୁକୁନି ସାହୁ। କାର୍‌ର ଆଗ ସିଟ୍‌ରେ ବସି ଥିଲେ, କିନ୍ତୁ ସିଟ୍ ବେଲ୍ଟ ପ୍ରତି ଧ୍ୟାନ ନଥିଲା।  ସେହିପରି ମନ୍ତ୍ରୀ ସମୀର ରଞ୍ଜନ ଦାସ। ପଛ ସିଟ୍‌ରେ ବସିଥିଲେ । ଆଗରେ ବସିଥିବା ତାଙ୍କ  ପିଏସ୍ଓ କିନ୍ତୁ ସିଟ୍‌ବେଲ୍ଟ ବାନ୍ଧି ନଥିଲେ।

କେବଳ ମନ୍ତ୍ରୀ କି ସାଂସଦ ନୁହଁନ୍ତି, ବିଧାୟକ ତଥା ସଚିବ ଓ ଲୋକସେବା ଭବନର ଅନେକ ବରିଷ୍ଠ ଅଧିକାରୀଙ୍କର ବି ନୂଆ ମୋଟର ଯାନ ଆଇନ ପ୍ରତି ଭୃକ୍ଷେପ ନଥିଲା। ବିଧାୟକ ସୁର ରାଉତରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ଆୟୁବ ଖାଁ ସମସ୍ତେ ବେଧଡ଼କ। ଲାଗୁଥିଲା ନୂଆ ଆଇନ ସତେ ଯେମିତି ଏମାନଙ୍କ  ଉପରେ ଲାଗୁ ନୁହେଁ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ବିଧାୟକଙ୍କ ଗାଡ଼ିରେ ଲୋକସେବା ସଦନ ଆସୁଥିବା ବ୍ୟକ୍ତି ବିଶେଷ ସମସ୍ତେ ଖୁଲମଖୁଲା ଆଇନ ଉଲ୍ଲଙ୍ଘନ କରୁଥିଲେ ବି ଚେକିଂ ନଥିଲା କି ଜରିମାନ କରିବାକୁ କେହି ନଥିଲେ।

ଆଇନ ଗଢୁଥିବା ଲୋକେ ଯଦି ଆଇନ ଭାଙ୍ଗିବେ ଅନ୍ୟଙ୍କୁ କହିବା କ’ଣ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story