ବାଜପେୟୀ ରାଜନୀତି: ନବୀନଙ୍କ ସାକ୍ଷାତକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଥିଲେ। ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଏହା ଥିଲା ସୌଜନ୍ୟମୂଳକ ସାକ୍ଷାତକାର। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଓଡ଼ିଶାରେ ବିଜେପିର ଜନପ୍ରିୟତା ବଢ଼ୁଥିବା ବେଳେ ବିଜେଡିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ୨୦୧୯ ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ ବିଜେଡି ଶକ୍ତି ଜୁଟାଇ ପାରୁନି। ତେଣୁ ପୁଣି ଥରେ ମେଣ୍ଟ […]

naveen-bajpayee-1

naveen-bajpayee-1

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 05:13 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଥିଲେ। ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଏହା ଥିଲା ସୌଜନ୍ୟମୂଳକ ସାକ୍ଷାତକାର। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଓଡ଼ିଶାରେ ବିଜେପିର ଜନପ୍ରିୟତା ବଢ଼ୁଥିବା ବେଳେ ବିଜେଡିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ୨୦୧୯ ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ ବିଜେଡି ଶକ୍ତି ଜୁଟାଇ ପାରୁନି। ତେଣୁ ପୁଣି ଥରେ ମେଣ୍ଟ କରିବା ପାଇଁ ଚାହୁଁଛି। ଏବେ ସେମାନେ ଏଭଳି ରାଜନୈତିକ ଗଣିତ କଷୁଛନ୍ତି।”

ସେ ଆହୁରି କହିଛନ୍ତି,“ଗତ ୭ରୁ୮ ମାସ ହେଲା ଅଟଳବିହାରୀ ବାଜପେୟୀ ଅସୁସ୍ଥ ଥିଲେ। ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ଏତେ ଭଲ ପାଉଥିଲେ ତାହାହେଲେ ଆଗରୁ କଣ ପାଇଁ ଭେଟୁନଥିଲେ।”

ଏହାର ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଅଟଳବିହାରୀ ବାଜପେୟୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଏହା ଭିତରେ କୌଣସି ରାଜନୀତି ନାହିଁ, ବ୍ୟକ୍ତିଗତ ସମ୍ପର୍କ ଥିବାରୁ ବାଜପେୟୀଙ୍କୁ ଦେଖା କରିବାକୁ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି।”

ସେ କହିଛନ୍ତି,“ଓଡ଼ିଶା ଓ ନବୀନଙ୍କ ସହ ବାଜପେୟୀଙ୍କ ଭଲ ସମ୍ପର୍କ ରହିଛି। ଆପଣମାନେ କେମିତି ଜାଣିଲେ ସେ ଆଗରୁ ଭେଟିନଥିଲେ। ମୋ ଜାଣତରେ ସେ ବାଜପେୟୀଙ୍କ ସମ୍ପର୍କୀୟଙ୍କ ସହ କଥା ହୁଅନ୍ତି। ମେଣ୍ଟକଥା ଦୁର୍ଭାଗ୍ୟଜନକ। ବିଜେପି ଦିବା ସ୍ୱପ୍ନ ଦେଖୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story