ନବୀନଙ୍କ ନଟ୍‌ ଆଉଟ୍‌ ଫର୍ମୁଲା, ସଫଳତାର କଥା କହି ହୃଦୟ ଜିତ

ଭୁବନେଶ୍ୱର: ବିଜେଡିର ଗାଁକୁ ଚାଲ ଅଭିଯାନ। ନବୀନ ପଟ୍ଟନାୟକଙ୍କ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ନବୀନ ସରକାରର ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତ ଅବସରରେ ନେତା ଓ କର୍ମୀଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ସାଂସଦଙ୍କଠୁ ଆରମ୍ଭ କରି ଛାମୁଆ ସଙ୍ଗଠନର ନେତା ଓ କର୍ମୀଙ୍କୁ ନେଇ ବିଡେଡି ରାଜ୍ୟ କାର୍ଯ୍ୟାଳୟରେ ମାନସମନ୍ଥନ ହୋଇଛି। ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ କିଭଳି ପାଳିତ ହେବ […]

Naveen-naxal

Naveen-naxal

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 08:09 PM IST

Sports

Latest News

ଭୁବନେଶ୍ୱର: ବିଜେଡିର ଗାଁକୁ ଚାଲ ଅଭିଯାନ। ନବୀନ ପଟ୍ଟନାୟକଙ୍କ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ନବୀନ ସରକାରର ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତ ଅବସରରେ ନେତା ଓ କର୍ମୀଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି ନବୀନ।

ସାଂସଦଙ୍କଠୁ ଆରମ୍ଭ କରି ଛାମୁଆ ସଙ୍ଗଠନର ନେତା ଓ କର୍ମୀଙ୍କୁ ନେଇ ବିଡେଡି ରାଜ୍ୟ କାର୍ଯ୍ୟାଳୟରେ ମାନସମନ୍ଥନ ହୋଇଛି। ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ କିଭଳି ପାଳିତ ହେବ ସେନେଇ ଦଳୀୟ କର୍ମକର୍ତ୍ତା ସମ୍ମିଳନୀରେ ପ୍ରସ୍ତୁତ ହୋଇଛି ଖସଡା। ଫୋକସରେ ରହିଛି ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା। ଗାଁରେ ପହଞ୍ଚିବା ଗତ ୩ ବର୍ଷ ଭିତରେ ଦଳ ନିଜ ଇସ୍ତାହାରକୁ କେତେ କାର୍ଯ୍ୟକାରୀ କରିଛି ସେକଥା ଲୋକଙ୍କୁ କହିବ। ୧ ପ୍ରତିଶତ ସୁଧ ହାରରେ କୃଷି ଋଣ, ଗତ ୩ ବର୍ଷରେ ୪ ଲକ୍ଷ ହେର ଜମିକୁ ଜଳସେଚନ,  ମମତା ଯୋଜନାରେ ୨୫ ଲକ୍ଷ ଗର୍ଭବତି ମହିଳାଙ୍କୁ ୧୧୪୪ କୋଟି ଟଙ୍କା ସହାୟତା ପ୍ରଦାନ,  ସ୍ୱୟ ସହାୟକ ଗୋଷ୍ଠୀମାନଙ୍କୁ ପାଇଁ ୧୦୦୦ କୋଟି ଟଙ୍କାର ଋଣ, ୭ଟି ମେଡିକାଳ କଲେଜ ପ୍ରତିଷ୍ଠା, ନିରାମୟ ଯୋଜନାରେ ପ୍ରାୟ ୧ କୋଟି ଲୋକଙ୍କୁ ମାଗଣାରେ ଔଷଧ ଯୋଗାଣ,  ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୧ ପ୍ରତିଶତରେ ଋଣ , ୧୬୦ ମଡେଲ୍ ସ୍କୁଲ୍, ମଧୁବାବୁ ପେନସନ୍ ଯୋଜନାରେ ୪୦ ଲକ୍ଷ ହିତାଧିକାରୀଙ୍କୁ ସାମିଲ, ଆହାର ଯୋଜନା ଅନ୍ତର୍ଗତ ୫ ଟଙ୍କାରେ ମିଲ୍ ବ୍ୟବସ୍ଥା, ମେକ ଇନ୍ ଓଡିଶାରେ ଇନଭେଷ୍ଟମେଣ୍ଟ, ବେକାରୀଙ୍କୁ ନିଯୁକ୍ତି, ୧୧ ଲକ୍ଷ  ପକ୍କାଘର, ବିଜୁ ଏକ୍ସପ୍ରେସ ୱେ ଭଳି ସଫଳ ଯୋଜନା ସଂପର୍କରେ ଲୋକଙ୍କ ଅବଗତ କରାଇବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି।

ବିଜେଡି ସଫଳତାର ବାର୍ତ୍ତା ଲୋକଙ୍କ ପାଖକୁ ନେବା ଲାଗି ଯୋଜନା କରିଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ। ୧୭ ବର୍ଷର ଶାସନରେ ନବୀନ ସରକାର ସବୁ କ୍ଷେତ୍ରରେ ଫେଲ ମାରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଓଡ଼ିଶାରେ ଜମିକୁ ପାଣି ଯାଇନି, ସ୍କୁଲରେ ମାଷ୍ଟର ନାହାନ୍ତି, ପିଇବା ପାଇଁ ପାଣି ନାହିଁ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ରାଜ୍ୟରେ ୫୭% ଲୋକ ଦୈନିକ ୧୨ଟଙ୍କା ଖର୍ଚ୍ଚ କରନ୍ତି। ଏହାକୁ ଯଦି ନବୀନବାବୁ ସଫଳତା ବୋଲି କହୁଛନ୍ତି ତାହାହେଲେ ତାଙ୍କୁ ଧନ୍ୟବାଦ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ପିଇବା ପାଣି ନାହିଁ। ଚାଷ ଜମି କଥା ନକହିଲେ ଭଲ। ଏହାକୁ ଯଦି ନବୀନ ବାବୁ ସଫଳତା କହୁଛନ୍ତି ଆମର କିଛି କହିବାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story