ଦେଶରେ ଆତଙ୍କବାଦୀ ହମଲା ଆଶଙ୍କା: ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି

ଭୁବନେଶ୍ୱର: ଦେଶରେ ଆତଙ୍କବାଦୀ ହମଲା ଆଶଙ୍କା ରହିଥିବା ନେଇ କେନ୍ଦ୍ର ଗୁଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଦିଆଯିବା ପରେ ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି ହୋଇଛି। ଏ ସଂପର୍କରେ ସୂଚନା ଦେଇ ପୋଲିସ୍ ଡିଜି କେ.ବି ସିଂହ କହିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦର, ହୀରାକୁଦ ଡ୍ୟାମ୍ ସମେତ ସମସ୍ତ ପ୍ରମୁଖ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ଏହା ସହିତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନରୁ କିଛି ଆତଙ୍କବାଦୀ ଭାରତକୁ ପଶି ଆସିଥିବା ନେଇ […]

dgp

dgp

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 05:26 AM IST

Sports

Latest News

dgpଭୁବନେଶ୍ୱର: ଦେଶରେ ଆତଙ୍କବାଦୀ ହମଲା ଆଶଙ୍କା ରହିଥିବା ନେଇ କେନ୍ଦ୍ର ଗୁଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଦିଆଯିବା ପରେ ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି ହୋଇଛି। ଏ ସଂପର୍କରେ ସୂଚନା ଦେଇ ପୋଲିସ୍ ଡିଜି କେ.ବି ସିଂହ କହିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦର, ହୀରାକୁଦ ଡ୍ୟାମ୍ ସମେତ ସମସ୍ତ ପ୍ରମୁଖ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ଏହା ସହିତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି।

ପାକିସ୍ତାନରୁ କିଛି ଆତଙ୍କବାଦୀ ଭାରତକୁ ପଶି ଆସିଥିବା ନେଇ ଆଶଙ୍କା କରାଯାଉଥିବାରୁ ଏଭଳି ହାଇଆଲର୍ଟ ଜାରି କରାଯାଇଛି ବୋଲି ଡିଜିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story