ପିଆଜ ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବଢିଲା ପି୍ରାଜ ଦର। ଖୁଚୁରା ବଜାରରେ ଦର ଏବେ ୩୨ରୁ ୩୫ ଟଙ୍କାରେ ବିକ୍ରି ହେଉଛି। ତିନି ଦିନରେ ଦର କିଲୋ ପ୍ରତି ପ୍ରାୟ ୧୨ ଟଙ୍କା ବଢିଯିବା ପରେ ଚିନ୍ତାରେ ଖାଉଟି। ବଜାରରୁ ପିଆଜ କିଣିବାକୁ ଡରୁଛନ୍ତି। କହିବାକୁ ଗଲେ ଗରିବଙ୍କ ପଖାଳ କଂସା ପାଖରୁ ପିଆଜ ଏବେ ଉଭାନ୍‌ ହେବାକୁ ବସିଲାଣି। ଆବଶ୍ୟକ ଅନୁସାରେ ରାଜ୍ୟକୁ ପିଆଜ ଆସୁନଥିବାରୁ ଏପରି ଅଭାବୀ ଦେଖାଦେଉଛି। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏପରି […]

onion1-750x430

onion1-750x430

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 12:00 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବଢିଲା ପି୍ରାଜ ଦର। ଖୁଚୁରା ବଜାରରେ ଦର ଏବେ ୩୨ରୁ ୩୫ ଟଙ୍କାରେ ବିକ୍ରି ହେଉଛି। ତିନି ଦିନରେ ଦର କିଲୋ ପ୍ରତି ପ୍ରାୟ ୧୨ ଟଙ୍କା ବଢିଯିବା ପରେ ଚିନ୍ତାରେ ଖାଉଟି। ବଜାରରୁ ପିଆଜ କିଣିବାକୁ ଡରୁଛନ୍ତି। କହିବାକୁ ଗଲେ ଗରିବଙ୍କ ପଖାଳ କଂସା ପାଖରୁ ପିଆଜ ଏବେ ଉଭାନ୍‌ ହେବାକୁ ବସିଲାଣି। ଆବଶ୍ୟକ ଅନୁସାରେ ରାଜ୍ୟକୁ ପିଆଜ ଆସୁନଥିବାରୁ ଏପରି ଅଭାବୀ ଦେଖାଦେଉଛି। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏପରି ପିଆଜ ଦର ଏମିତି ଉଚ୍ଚା ରହିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି।

ଓଡିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି-“ଆବଶ୍ୟକ ମୁତାବକ ପିଆଜ ଆସିପାରୁ ନାହିଁ। ସେଥିପାଇଁ ୪ ଦିନ ଭିତରେ ପିଆଜ କିଲୋ ପିଛା ୧୦ରୁ ୧୨ ଟଙ୍କା ବଢ଼ିଛି। ଆଉ ଦୁଇରୁ ୩ ସପ୍ତାହ ଏହି ରେଟ୍‌ ରହିବ ବୋଲି ଅନୁମାନ କରାଯାଉଛି।”

ରାଜ୍ୟରେ ପିଆଜ ଦର ହଠାତ୍ ବଢିବାକୁ ଯୋଗାଣ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ମହାରାଷ୍ଟ୍ରରେ ବର୍ଷା ଓ ଟ୍ରକ୍ ଧର୍ମଘଟ ଯୋଗୁଁ ଏପରି ଦର ବଢ଼ିଛି ବୋଲି ସେ କହିଛନ୍ତି। ବିଭାଗ ଦିନେ ଦୁଇ ଦିନ ଭିତରେ ସମୀକ୍ଷା କରି ବଜାର ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

କିଛି ଦିନ ତଳେ ପିଆଜ ଦର ଅହେତୁକ ଭାବେ ବଢିଯାଇଥିଲା। ତେବେ ବହୁ ହୋହାଲ୍ଲା ପରେ ସରକାର ଦର ନିୟନ୍ତ୍ରଣ ଲାଗି କିଛି ପଦକ୍ଷେପ ନେଇଥିଲେ। ଆଉ ଗ୍ରାହକଙ୍କୁ ବି ସାମାନ୍ୟ ଆଶ୍ୱସ୍ତୀ ମିଳିଥିଲା। ମାତ୍ର ଏବେ ଦର ପୁଣି ଆକାଶଛୁଆ ହେବା ପରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story