ବିଦ୍ୟୁତ ଖେଳୁଛି ଲୁଚକାଳି: ବିଭାଗ କହୁଛି ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ଶକ୍ତି

ଭୁବନେଶ୍ୱର: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି। ଯାହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ଗରମରେ ଛଟପଟ୍‌ ହେଉଛନ୍ତି। ବିଜୁଳି କାଟ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଥିବା ବେଳେ ପର୍ଯ୍ୟପ୍ତ ପରିମାଣରେ ବିଦ୍ୟୁତ ଶକ୍ତି ରହିଛି ବୋଲି ରାଜ୍ୟ ସରକାର କହୁଛନ୍ତି। ଖରା ସାଙ୍ଗକୁ ବଢ଼ିଯାଉଛି ଗରମ। ମଝିରେ ମଝିରେ ପୁଣି ଗୁଳୁଗୁଳି। ସାରା ରାଜ୍ୟରେ ଏବେ ଏଭଳି ସ୍ଥିତି। ଏମିତିରେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଲୋକଙ୍କ ସମସ୍ୟା ବଢ଼ାଇଛି ଅଘୋଷିତ ବିଦ୍ୟୁତ […]

power cut in odisha

power cut in odisha

Rakesh Mallick
  • Published: Monday, 24 April 2017
  • Updated: 24 April 2017, 09:42 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି। ଯାହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ଗରମରେ ଛଟପଟ୍‌ ହେଉଛନ୍ତି। ବିଜୁଳି କାଟ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଥିବା ବେଳେ ପର୍ଯ୍ୟପ୍ତ ପରିମାଣରେ ବିଦ୍ୟୁତ ଶକ୍ତି ରହିଛି ବୋଲି ରାଜ୍ୟ ସରକାର କହୁଛନ୍ତି।

ଖରା ସାଙ୍ଗକୁ ବଢ଼ିଯାଉଛି ଗରମ। ମଝିରେ ମଝିରେ ପୁଣି ଗୁଳୁଗୁଳି। ସାରା ରାଜ୍ୟରେ ଏବେ ଏଭଳି ସ୍ଥିତି। ଏମିତିରେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଲୋକଙ୍କ ସମସ୍ୟା ବଢ଼ାଇଛି ଅଘୋଷିତ ବିଦ୍ୟୁତ କାଟ। ୨/୩ ଘଣ୍ଟା  ବା କେତେ ସମୟ ପରେ ବିଜୁଳି ଫେରିବ ତା’ର କିଛି ଠିକ୍‌ ଠିକଣା ନାହିଁ। ଫ୍ୟାନ୍‌ ବୁଲୁନି କି କୁଲର ଚାଲୁନି। ଲୋ’ ଭୋଲଟେଜ୍‌ ଯୋଗୁଁ ଆଉ କିଛି ସ୍ଥାନରେ ବିଜୁଳି ଥାଇ ନଥିଲା ଭଳି ଲାଗୁଛି।

ଶକ୍ତି ବିଭାଗର ଯୁକ୍ତି କିନ୍ତୁ କହୁଛି ଭିନ୍ନ। ରାଜ୍ୟରେ ପର୍ଯ୍ୟାପ୍ତ ବିଦ୍ୟୁତ୍‌ ରହିଛି। ସ୍ୱାଭାବିକ ଭାବେ ଦିନକୁ ୩,୪୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଆବଶ୍ୟକ ପଡୁଥିବା ବେଳେ ପିକ୍‌ ଆୱାରରେ ଦରକାର ପଡୁଛି ୪,୧୦୦ ମେଗାୱାଟ୍‌। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମରୁ ୧୩୫୦ ମେଗାୱାଟ୍‌, ଷ୍ଟେଟ୍‌ ଥର୍ମାଲରୁ ୧୫୫୦ ମେଗାୱାଟ୍‌ ଓ ସେଣ୍ଟ୍ରାଲ ଥର୍ମାଲରୁ ଏବେ ୧୨,୦୦ ମେଗାୱାଟ୍‌ ବିଜୁଳି ରହିଛି।  ତେବେ ମୌସୁମୀ ପୂର୍ବ ମେଣ୍ଟେନାନ୍ସ କାମ, ଗ୍ରାମାଞ୍ଚଳକୁ ନୂଆ ବିଦ୍ୟୁତ୍‌ ସେବା ବନ୍ଦ ରଖାଯାଉଥିବା ବିଭାଗ ସ୍ୱୀକାର କରିଛି।

ଗ୍ରୀଡ୍‌କୋ ଫାଇନାନନ୍ସ ନିର୍ଦ୍ଦେଶକ ବିପି ମହାପାତ୍ର କହିଛନ୍ତି,“ଅଫିସିଆଲ ଭାବେ କୌଣସି ସ୍ଥାନରେ ବିଜୁଳି କାଟ ହେଉଛି। ମରାମତି ପାଇଁ କେଉଁଠି ବିଜୁଳି କଟା କରାଯାଉଥିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story