ଓଡ଼ିଶାର ୧୯ ଅଭୟାରଣ୍ୟ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ୧୯ଟି ଅଭୟାରଣ୍ୟ ଉପରେ ୧୯ଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ହେବ। ଏହାଛଡ଼ା ୩୦ଟି ସ୍ଥାନରେ ୨୦ କୋଟି ଟଙ୍କା ବ୍ୟୟରେ ଇକୋ ଟୁରିଜିମ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି,“ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ମୃଗ ବିହାର ସ୍ଥାପନ ପାଇଁ ସେଣ୍ଟ୍ରାଲ ଜୁ ଅଥରିଟିଙ୍କଠାରୁ ସର୍ତ୍ତମୂଳକ ଅନୁମତି […]

wildlife1

wildlife1

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 06:00 PM IST

ଭୁବନେଶ୍ୱର: ଓଡ଼ିଶାର ୧୯ଟି ଅଭୟାରଣ୍ୟ ଉପରେ ୧୯ଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ହେବ। ଏହାଛଡ଼ା ୩୦ଟି ସ୍ଥାନରେ ୨୦ କୋଟି ଟଙ୍କା ବ୍ୟୟରେ ଇକୋ ଟୁରିଜିମ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି,“ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ମୃଗ ବିହାର ସ୍ଥାପନ ପାଇଁ ସେଣ୍ଟ୍ରାଲ ଜୁ ଅଥରିଟିଙ୍କଠାରୁ ସର୍ତ୍ତମୂଳକ ଅନୁମତି ମିଳିଛି। ଏହାଛଡ଼ା ନନ୍ଦନକାନନରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ମଲ୍ଟି ଷ୍ଟୋରେଜ୍ ପାର୍କିଂ ଏରିଆ ଓ ଫୁଡ୍‌ କୋର୍ଟ ପ୍ରସ୍ତୁତ କରାଯିବ। ହାତୀଙ୍କ ସୁରକ୍ଷା ପାଇଁ ୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ଅର୍ଥରେ ହାତୀଙ୍କ ଆବାସସ୍ଥଳୀ ଓ ଚଲା ରାସ୍ତା ବିକାଶରେ ଖର୍ଚ୍ଚ କରାଯିବ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଡ଼. ଗୌରାଙ୍ଗ ଚରଣ ରାଉତଙ୍କୁ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି।

ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story