ଆଇନ୍‌ ଶୃଙ୍ଖଳା ଏଡିଜି ବିନୟାନନ୍ଦ ଝା ବିଜେଡି ପ୍ରାର୍ଥୀଙ୍କ ପାଇଁ କାମ କରୁଛନ୍ତି: ବିଜେପି

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ନେତାଙ୍କୁ ଆଇନ୍‌ ଶୃଙ୍ଖଳା ଏଡିଜି ବିନୟାନନ୍ଦ ଝା ଅହେତୁକ ଅନୁକମ୍ପା ଦେଉଛନ୍ତି। ଏପରିକି ବିଜେଡି ପ୍ରାର୍ଥୀଙ୍କ ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ ଆଣି ବିଜେପି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ବିନୟାନନ୍ଦ ତୃତୀୟ ମହଲା ଗୋଷ୍ଠୀର ଅଂଶବିଶେଷ ହୋଇ କାମ କରୁଛନ୍ତି। ଓଡ଼ିଶା ସାରା ବିଜେପିର କାର୍ଯ୍ୟକର୍ତ୍ତାଙ୍କ ଉପରେ ଯେଉଁ ଆକ୍ରମଣ କରାଯାଉଛି ସେହି ଅପରାଧୀଙ୍କୁ ସେ […]

sajjan sarma

sajjan sarma

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 04:34 PM IST

Sports

Latest News

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ନେତାଙ୍କୁ ଆଇନ୍‌ ଶୃଙ୍ଖଳା ଏଡିଜି ବିନୟାନନ୍ଦ ଝା ଅହେତୁକ ଅନୁକମ୍ପା ଦେଉଛନ୍ତି। ଏପରିକି ବିଜେଡି ପ୍ରାର୍ଥୀଙ୍କ ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ ଆଣି ବିଜେପି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।

ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ବିନୟାନନ୍ଦ ତୃତୀୟ ମହଲା ଗୋଷ୍ଠୀର ଅଂଶବିଶେଷ ହୋଇ କାମ କରୁଛନ୍ତି। ଓଡ଼ିଶା ସାରା ବିଜେପିର କାର୍ଯ୍ୟକର୍ତ୍ତାଙ୍କ ଉପରେ ଯେଉଁ ଆକ୍ରମଣ କରାଯାଉଛି ସେହି ଅପରାଧୀଙ୍କୁ ସେ ସୁରକ୍ଷା ଦେଉଛନ୍ତି। ତୃତୀୟ ମହଲା ନିର୍ଦ୍ଦେଶରେ ସେ ଏପରି କରୁଛନ୍ତି। ସେଥିପାଇଁ ତାଙ୍କୁ ଆଇନ୍‌ ଶୃଙ୍ଖଳା ପଦରୁ ହଟାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story