ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ନୀତି-୨୦୧୬ ଉନ୍ମୋଚିତ

ଭୁବନେଶ୍ୱର: ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ। ଏ ଅବସରରେ ‘ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ନୀତି-୨୦୧୬’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉନ୍ମୋଚନ କରିଛନ୍ତି। ଏହି ନୀତି ରାଜ୍ୟର ବରିଷ୍ଠ ନାଗରିକଙ୍କ ସମସ୍ତ ସମସ୍ୟାର ସମାଧାନ କରିବାରେ ସହାୟକ ହେବ। ସେମାନଙ୍କ ସ୍ୱାସ୍ଥ୍ୟ, ବାସଗୃହ, ଆର୍ଥିକ ନିରାପତ୍ତା, ସୁରକ୍ଷା ଓ କଲ୍ୟାଣ ସହ ଗମନାଗମନ ରିହାତି ନେଇ ଏଥିରେ ବ୍ୟବସ୍ଥା ହେବ। ଏହାସହିତ ବିଭିନ୍ନ ବିଭାଗକୁ ନେଇ ଏକ ରାଜ୍ୟ ପରିଷଦ ଗଠନ ହେବ। ଏହି […]

cm

cm

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 01:49 PM IST

Sports

Latest News

bbsrଭୁବନେଶ୍ୱର: ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ। ଏ ଅବସରରେ ‘ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ନୀତି-୨୦୧୬’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉନ୍ମୋଚନ କରିଛନ୍ତି। ଏହି ନୀତି ରାଜ୍ୟର ବରିଷ୍ଠ ନାଗରିକଙ୍କ ସମସ୍ତ ସମସ୍ୟାର ସମାଧାନ କରିବାରେ ସହାୟକ ହେବ। ସେମାନଙ୍କ ସ୍ୱାସ୍ଥ୍ୟ, ବାସଗୃହ, ଆର୍ଥିକ ନିରାପତ୍ତା, ସୁରକ୍ଷା ଓ କଲ୍ୟାଣ ସହ ଗମନାଗମନ ରିହାତି ନେଇ ଏଥିରେ ବ୍ୟବସ୍ଥା ହେବ।

ଏହାସହିତ ବିଭିନ୍ନ ବିଭାଗକୁ ନେଇ ଏକ ରାଜ୍ୟ ପରିଷଦ ଗଠନ ହେବ। ଏହି ପରିଷଦ ପରାମର୍ଶ ଅନଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ପ୍ରାଥମିକ ଭାବେ ଏହି ନୀତିରେ ୭.୪ କୋଟି ଟଙ୍କାର ପାଣ୍ଠି ଗଠନ ହେବ। ଏହା ସହିତ ପ୍ରତି ଜିଲ୍ଲାରେ ଜରା ଶ୍ରମ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story