ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ: ଅରବିନ୍ଦ ପାନାଗାରିୟା

ଭୁବନେଶ୍ୱର: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତାର ବର୍ତ୍ତମାନ କୌଣସି ପ୍ରାସଙ୍ଗିକତା ନାହିଁ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରିବା ପରେ ଏହା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗାରିୟା। ସେ କହିଛନ୍ତି, ଅର୍ଥ କମିଶନଙ୍କ ଦ୍ୱାରା ନୂତନ ପଦ୍ଧତିରେ ରାଜ୍ୟଗୁଡିକୁ କେନ୍ଦ୍ରୀୟ ଅନୁଦାନ ଆବଣ୍ଟନ ଦୃଷ୍ଟିରୁ ଏହି ଦାବିର ଆଉ ପ୍ରାସଙ୍ଗିକତା ନାହିଁ। ଏଥିସହିତ ରାଜ୍ୟର ସମସ୍ତ ରେଭିନ୍ୟୁ ରେକର୍ଡର ଡିଜିଟାଇସେନର ପ୍ରସ୍ତାବ ଦେଇଛନ୍ତି। ଚାଷୀଙ୍କୁ ଯେଭଳି ସତ୍ତ୍ୱ […]

cm

cm

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 05:44 PM IST

Sports

Latest News

ଭୁବନେଶ୍ୱର: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତାର ବର୍ତ୍ତମାନ କୌଣସି ପ୍ରାସଙ୍ଗିକତା ନାହିଁ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରିବା ପରେ ଏହା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗାରିୟା।

ସେ କହିଛନ୍ତି, ଅର୍ଥ କମିଶନଙ୍କ ଦ୍ୱାରା ନୂତନ ପଦ୍ଧତିରେ ରାଜ୍ୟଗୁଡିକୁ କେନ୍ଦ୍ରୀୟ ଅନୁଦାନ ଆବଣ୍ଟନ ଦୃଷ୍ଟିରୁ ଏହି ଦାବିର ଆଉ ପ୍ରାସଙ୍ଗିକତା ନାହିଁ। ଏଥିସହିତ ରାଜ୍ୟର ସମସ୍ତ ରେଭିନ୍ୟୁ ରେକର୍ଡର ଡିଜିଟାଇସେନର ପ୍ରସ୍ତାବ ଦେଇଛନ୍ତି। ଚାଷୀଙ୍କୁ ଯେଭଳି ସତ୍ତ୍ୱ ମିଳିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ପାନାଗାରିୟା। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅର୍ଥ ଆବଣ୍ଟନ ଓ କେନ୍ଦ୍ରୀୟ ଯୋଜନାର ଭବିଷ୍ୟତ ରୂପରେଖ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story