ରାଗିଂରେ ଓଡ଼ିଶା ଦେଶର ଷଷ୍ଠ, କିନ୍ତୁ ମନ୍ତ୍ରୀ ମାନିବାକୁ ନାରାଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ରାଗିଂ। ୨୦୧୭ ମସିହାରେ ଓଡ଼ିଶାରୁ ୪୬ଟି ରାଗିଂ ସମ୍ପର୍କିତ ମାମଲା ୟୁଜିସି ନିକଟକୁ ଯାଇଛି। ଓଡ଼ିଶା ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ରହିଛି। ଏପରି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ। କିନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀ ବଢୁଥିବା ରାଗିଂକୁ ଅସ୍ୱୀକାର କରିଛନ୍ତି। ରାଜ୍ୟରେ ବଢୁଛି ରାଗିଂ। ବିଭିନ୍ନ କଲେଜ, […]

ragging

ragging

Ordigital Desk
  • Published: Thursday, 02 August 2018
  • Updated: 02 August 2018, 07:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ରାଗିଂ। ୨୦୧୭ ମସିହାରେ ଓଡ଼ିଶାରୁ ୪୬ଟି ରାଗିଂ ସମ୍ପର୍କିତ ମାମଲା ୟୁଜିସି ନିକଟକୁ ଯାଇଛି। ଓଡ଼ିଶା ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ରହିଛି। ଏପରି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ। କିନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀ ବଢୁଥିବା ରାଗିଂକୁ ଅସ୍ୱୀକାର କରିଛନ୍ତି।

ରାଜ୍ୟରେ ବଢୁଛି ରାଗିଂ। ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପୂର୍ବ ଦୁଇ ବର୍ଷ ତୁଳନାରେ ୨୦୧୭ରେ ସ୍ଥିତି ସାଂଘାତିକ ରହିଛି। ଗତ ମାସ ୨୩ ତାରିଖରେ ଲୋକସଭାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଇଥିବା ସୂଚନା ଅନୁଯାୟୀ, ୨୦୧୭ ମସିହାରେ ସାରା ଦେଶରେ ଓଡ଼ିଶା ରାଗିଂରେ ଷଷ୍ଠ ସ୍ଥାନରେ ରହିଛି।

୨୦୧୫ ମସିହାରେ ରାଜ୍ୟରେ ୩୦ଟି ରାଗିଂ ମାମଲା ଆସିଥିବା ବେଳେ ୨୦୧୬ରେ ୨୮ଟି ଓ ୨୦୧୭ରେ ୪୬ଟି ରାଗିଂ ମାମଲା ଆସିଛି। ବିଶେଷକରି ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍‌ ଗୁଡ଼ିକରେ ରାଗିଂ ଅଧିକ ହେଉଥିବା ନଜର ଆସୁଛି। ତେବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି,“ରାଜ୍ୟରେ ରାଗିଂ ହୋଇଥିବା ନଜରକୁ ଆସିନି।”

ଗତ ତିନି ବର୍ଷ ଭିତରେ ସାରାଦେଶରେ ୧୮୩୯ଟି ରାଗିଂ ମାମଲା ୟୁନିଭର୍‌ସିଟି ଗ୍ରାଣ୍ଟ୍‌ କମିଶନ (ୟୁଜିସି)ଙ୍କ ନିକଟକୁ ଆସିଛି। ଯେଉଁଥିରୁ ରାଗିଂ ପ୍ରମାଣିତ ହୋଇଥିବା ୮୧୨ଟି ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଇଥିବା ବେଳେ ୩୦୯ ଜଣଙ୍କୁ ନିଲମ୍ୱିତ କରାଯାଇଛି।

ସେପଟେ ଏହି ତଥ୍ୟ ଆସିବା ପରେ ଶିକ୍ଷାବର୍ଷ ଆରମ୍ଭରୁ ରାଗିଂକୁ ନେଇ ସତର୍କତା ଅବଲମ୍ବନ କଲେଣି ବିଭିନ୍ନ ଶିକ୍ଷାନୁଷ୍ଠାନ। ସେଥିପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ବିଭାଗ ଓ ହଷ୍ଟେଲ୍‌ ଗୁଡିକରେ ‘ନୋ ରାଗିଂ’ ପୋଷ୍ଟର୍‌ ଲଗା ଯାଇଛି। ଯେଉଁଥିରେ ଏମ୍ଏଚ୍ଆର୍‌ଡି ଓ ୟୁଜିସିର ଦଣ୍ଡବିଧି ସମ୍ପର୍କରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story