ଓଡ଼ିଶାରୁ ଆଦାୟ ଟଙ୍କା ଗୁଜରାଟ ଓ ମହାରାଷ୍ଟ୍ରରେ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀକାନ୍ତ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଖେଲିଛନ୍ତି। ବିଶେଷ କରି ଚିଠିରେ ସେ କୋଇଲା ସେସ୍‌ ଖର୍ଚ୍ଚକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି,“କୋଇଲା ସେସ୍‌ରେ ଓଡ଼ିଶାରୁ ପ୍ରତିବର୍ଷ ୮୦୦୦ କୋଟି ଟଙ୍କା ଆଦାୟ ହେଉଛି। ଏହି ଅର୍ଥ ଓଡ଼ିଶାରେ ଖର୍ଚ୍ଚ ହେବା ବଦଳରେ ଗୁଜରାଟ ଓ ମହାରାଷ୍ଟ୍ର ଭଳି ବିକଶିତ ରାଷ୍ଟ୍ରରେ କାହିଁକି ଖର୍ଚ୍ଚ କରାଯାଉଛି।” ଚିଠିରେ ସେ ମହାନଦୀ ପ୍ରସଙ୍ଗ ମଧ୍ୟ […]

srikantjena

srikantjena

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 03:13 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଖେଲିଛନ୍ତି। ବିଶେଷ କରି ଚିଠିରେ ସେ କୋଇଲା ସେସ୍‌ ଖର୍ଚ୍ଚକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି,“କୋଇଲା ସେସ୍‌ରେ ଓଡ଼ିଶାରୁ ପ୍ରତିବର୍ଷ ୮୦୦୦ କୋଟି ଟଙ୍କା ଆଦାୟ ହେଉଛି। ଏହି ଅର୍ଥ ଓଡ଼ିଶାରେ ଖର୍ଚ୍ଚ ହେବା ବଦଳରେ ଗୁଜରାଟ ଓ ମହାରାଷ୍ଟ୍ର ଭଳି ବିକଶିତ ରାଷ୍ଟ୍ରରେ କାହିଁକି ଖର୍ଚ୍ଚ କରାଯାଉଛି।”

ଚିଠିରେ ସେ ମହାନଦୀ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି। ମହାନଦୀ ଉପରେ ଛତିଶଗଡ଼ ସରକାର କରୁଥିବା ବ୍ୟାରେଜ କାମ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ତୁରନ୍ତ ଆଦେଶ ଦିଅନ୍ତୁ ଓ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ଲେଖିଛନ୍ତି।

ଏହାଛଡ଼ା ଭଦ୍ରକ ଅଶାନ୍ତି ସମ୍ପର୍କରେ ଚିଠିଲେ ଲେଖିଛନ୍ତି। ଏହି ଅଶାନ୍ତି ପଛରେ ବିଜେପି ଓ ଆରଏସ୍‌ଏସ୍‌ର ବହୁ ସମର୍ଥନ ଥିବାରୁ ସେମାନଙ୍କୁ କ୍ଷାନ୍ତ ରହିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story