ବିଦେଶରେ ମିଳିବ ମେଡ୍‌ ଇନ୍‌ ଓଡ଼ିଶା ସାମଗ୍ରୀ, ମାଧ୍ୟମ ସାଜିବ ଫେସ୍‌ବୁକ୍‌

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟରେ ଉତ୍ପାଦିତ ହେଥିବା ଫସଳ ସହ ବିଭିନ୍ନ ପ୍ରକାର ହାତ ତିଆରି ଜିନିଷର ଚାହିଦା ବହୁତ ରହିଛି। ଏବେ ଏହି ହାତ ତିଆରି ଜିନିଷକୁ ବିଶ୍ୱ ଦରବାରରେ ପହଁଚାଯିବ। ଏଥିପାଇଁ ସହଯୋଗର ହାତ ବଢ଼ାଇଛି ସୋସିଆଲ ସାଇଟ୍‌ ଫେସ୍‌ବୁକ୍‌। ଫେସବୁକ୍‌ ଜରିଆରେ ରାଜ୍ୟ ସରକାର ଚାଷୀଙ୍କ ହାତ ଗଢ଼ା ଜିନିଷ ବିଦେଶରେ ବିକ୍ରି କରିବେ। ଏହା ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି। […]

sag group in odisha

sag group in odisha

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 07:47 PM IST

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟରେ ଉତ୍ପାଦିତ ହେଥିବା ଫସଳ ସହ ବିଭିନ୍ନ ପ୍ରକାର ହାତ ତିଆରି ଜିନିଷର ଚାହିଦା ବହୁତ ରହିଛି। ଏବେ ଏହି ହାତ ତିଆରି ଜିନିଷକୁ ବିଶ୍ୱ ଦରବାରରେ ପହଁଚାଯିବ। ଏଥିପାଇଁ ସହଯୋଗର ହାତ ବଢ଼ାଇଛି ସୋସିଆଲ ସାଇଟ୍‌ ଫେସ୍‌ବୁକ୍‌। ଫେସବୁକ୍‌ ଜରିଆରେ ରାଜ୍ୟ ସରକାର ଚାଷୀଙ୍କ ହାତ ଗଢ଼ା ଜିନିଷ ବିଦେଶରେ ବିକ୍ରି କରିବେ। ଏହା ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି।

କେନ୍ଦୁଝର ଓ ଗଞ୍ଜାମର ବଡି ହେଉଛି ଓଡ଼ିଶା ପ୍ରସିଦ୍ଧ। ଏହି ବଡ଼ି ରାଜ୍ୟର କୋଣଅନୁକୋଣରେ ବିକ୍ରି ହେଉଛି। ସେହିପରି ପିପିଲିର ହସ୍ତଶିଳ୍ପ ହେଉ କି ଢେଙ୍କାନାଳର ଡୋକରା କିମ୍ବା ଫୁଲବାଣୀର ହଳଦୀ ଏ ସମସ୍ତ ସାମାଗ୍ରୀର ରହିଛି ସ୍ୱତନ୍ତ୍ରତା। ଏବେ ଏହି ସବୁ ଜିନିଷ ଫେସ୍‌ବୁକ୍ ଜରିଆରେ ପହଞ୍ଚିପାରିବ ଦେଶ ବିଦେଶରେ। ଏଥିପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ମହିଳାଙ୍କ ଆର୍ଥିକ ସ୍ଥିତିର ବିକାଶ ପାଇଁ ଫେସ୍‌ବୁକ୍‌ ଗ୍ଲୋବାଲ ସମନ୍ୱିତ ବିଜନେସ୍ ଜରିଆରେ ଭୁବନେଶ୍ୱର ସମେତ ଗାଁ ଗହଳିରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀଙ୍କ ହାତ ତିଆରି ସାମଗ୍ରୀ ଦେଶ ବିଦେଶରେ ବିକ୍ରି କରିହେବ। ଏଥିପାଇଁ ମହିଳାମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ମଧ୍ୟ ଦିଆଯିବ।

ଏନେଇ ଭୁବନେଶ୍ୱରରେ ଏକ କର୍ମଶାଳାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀଙ୍କୁ ତାଲିମ ଦିଆଯିବ। ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୨୫,୦୦୦ ମହିଳା ଉଦ୍ୟୋଗୀଙ୍କୁ ଫେସ୍‌ବୁକ୍‌ରେ ଏହି ବିଜନେସ୍‌ କରିବା ପାଇଁ ତାଲିମ ଦେବାକୁ ଯୋଜନା କରିଛନ୍ତି। ଆଗାମୀ ଦିନରେ ବାଲେଶ୍ୱର, ଭଦ୍ରକ ଓ ବରଂପୁରରେ ମଧ୍ୟ ଏହାକୁ ବ୍ୟାପକ କରାଯିବା ନେଇ ଯୋଜନା ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story