୨୩ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ  ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି  ମନଲୋଭା ସ୍କିମ୍ ଉପରେ ସରକାରଙ୍କ ଫୋକସ୍ କରିବାର ସମ୍ଭାବନା ଅଛି। ସେପଟେ ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ଖୁବ୍ କମ୍ ସମୟ  ଥିବାରୁ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ଏକ ମାସ ପାଇଁ ଏକ କାମଚଳା  ବଜେଟ୍ ଆଗତ ହେବ। […]

vt1

vt1

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 10:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ  ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି  ମନଲୋଭା ସ୍କିମ୍ ଉପରେ ସରକାରଙ୍କ ଫୋକସ୍ କରିବାର ସମ୍ଭାବନା ଅଛି। ସେପଟେ ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ଖୁବ୍ କମ୍ ସମୟ  ଥିବାରୁ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ଏକ ମାସ ପାଇଁ ଏକ କାମଚଳା  ବଜେଟ୍ ଆଗତ ହେବ। ଏଣେ ଦିନକ ପରେ ଆରମ୍ଭ ହେଉଥିବା  ବଜେଟ୍ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ଏକ ଲମ୍ବା ତାଲିକା ସହ ପ୍ରସ୍ତୁତ ହେଉଛନ୍ତି।

ସୂଚନାଯୋଗ୍ୟ, ଏଥର ବଜେଟ୍‌ରେ  ଜନହିତକର ଯୋଜନା ବିଶେଷ କରି କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଆସିବାର ସମ୍ଭାବନା ରହିଛି। ତାସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ ଓ  ଗ୍ରାମୀଣ ଭିତ୍ତିଭୂମି ବିକାଶ ଉପରେ ସରକାର ଫୋକସ୍ କରିପାରନ୍ତି।  ନିର୍ବାଚନ ବର୍ଷ ହୋଇଥିବାରୁ ଗରିବ, ମଧ୍ୟବିତ୍ତ, ଛାତ୍ର, ଯୁବକ ଓ  ମହିଳା ସବୁ ବର୍ଗଙ୍କ ସୁବିଧା ପାଇଁ  ବଜେଟ୍‌ର ବ୍ୟବସ୍ଥା ରହିବ ବୋଲି  ଆଶା କରାଯାଉଛି। ଏଥର ବଜେଟ୍ ପରିମାଣ ୧ ଲକ୍ଷ ୨୦ ହଜାର  କୋଟି ଟଙ୍କା ରହିବାର ସମ୍ଭାବନା ରହିଛି।  ଅନ୍ୟପକ୍ଷରେ ଚଳିତ  ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ଖୁବ୍ କମ ସମୟ ଥିବାରୁ ପୂର୍ଣ୍ଣାଙ୍ଗ  ବଜେଟ୍ ଉପସ୍ଥାପିତ ହେବାପରେ ପରେ ମାର୍ଚ୍ଚ ୨୯ରେ ମାସକ ପାଇଁ  କାମଚଳା ବଜେଟ୍ ଆଗତ ହେବ।

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆସନ୍ତା ୨୦ରୁ  ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ  ଅଧିବେଶନ ଏପ୍ରିଲ୍ ୧୧ରୁ ମେ ୫ ପର୍ଯ୍ୟନ୍ତ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story