ଓଡ଼ିଶାରେ ବିନା ଜନଶୁଣାଣିରେ ତାପଜ ବିଦ୍ୟୁତ କେନ୍ଦ୍ର ନିର୍ମାଣ କରୁଛି ଛତିଶଗଡ଼

ଲଖନ୍‌ପୁର: ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଥିବା ବେଳେ ଛତିଶଗଡରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଏକ ପ୍ରକଳ୍ପ କାମ ଆରମ୍ଭ କରାଯାଇଛି। ଏହାକୁ ନେଇ ରାଜନୀତି ସରଗରମ ହେବାର ଲାଗିଛି। ଓଡିଶା ସୀମାନ୍ତରୁ ମାତ୍ର ୨ କି.ମି. ଦୂର ଛତିଶଗଡ଼ ପକ୍ଷରୁ ଲାରାଠାରେ ୪୦୦୦ ମେଗାୱାଟ୍ ବିଶିଷ୍ଟ ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ର ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ମାଧ୍ୟମରେ ୨୦୧୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨ଟି ୮୦୦ ମେଗାୱାଟର ୟୁନିଟ୍ ପ୍ରତିଷ୍ଠା କରାଯାଇ […]

NTPC-640x512

NTPC-640x512

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 06:05 PM IST

Sports

Latest News

ଲଖନ୍‌ପୁର: ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଥିବା ବେଳେ ଛତିଶଗଡରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଏକ ପ୍ରକଳ୍ପ କାମ ଆରମ୍ଭ କରାଯାଇଛି। ଏହାକୁ ନେଇ ରାଜନୀତି ସରଗରମ ହେବାର ଲାଗିଛି। ଓଡିଶା ସୀମାନ୍ତରୁ ମାତ୍ର ୨ କି.ମି. ଦୂର ଛତିଶଗଡ଼ ପକ୍ଷରୁ ଲାରାଠାରେ ୪୦୦୦ ମେଗାୱାଟ୍ ବିଶିଷ୍ଟ ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ର ନିର୍ମାଣ କରାଯାଉଛି।

ଏହି ପ୍ରକଳ୍ପ ମାଧ୍ୟମରେ ୨୦୧୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨ଟି ୮୦୦ ମେଗାୱାଟର ୟୁନିଟ୍ ପ୍ରତିଷ୍ଠା କରାଯାଇ ୧୬୦୦ ମେଗାୱାଟ୍‌ର ଶକ୍ତି ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପର ବଫରଜୋନ୍‌ରେ ଓଡ଼ିଶାର ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ୬ଟି ପଞ୍ଚାୟତ ରେମୋଣ୍ଡା, ଖନ୍ଦେଇ, ଚାରପାଲି, ପିଥାନ୍ଦା, କନକ୍‌ତୋରା, ବିଡିମାଲ ଓ ଝାରଗାଁ ସଂରକ୍ଷିତ ଜଙ୍ଗଲ ଆସୁଛି। ହେଲେ କେନ୍ଦ୍ର ସରକାର, ପରିବେଶ ମୂଲ୍ୟାୟନ ରିପୋର୍ଟ (ଇଆଇଏ) ନ କରି ଏଠାରେ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଏପରି କି ୨୦୧୧ରେ ଛତିଶଗଡରେ ହୋଇଥିବା ଜନଶୁଣାଣିକୁ ଲଖନ୍‌ପୁରର ଏହି ୬ ପଞ୍ଚାୟତ ବାସୀଙ୍କୁ ଡକାଯାଇ ନ ଥିଲା।

ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରାଯିବାକୁ ବିରୋଧ କରି ଲଖନ୍‌ପୁର ସରପଞ୍ଚ ସଂଘ ୨୦୧୩ରେ ଧରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପଠାଯାଇଥିଲା। ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଜିଲ୍ଲାପାଳ ଓ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡକୁ ସତ୍ୟାସତ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏ ନେଇ ଲଖନ୍‌ପୁର ସରପଞ୍ଚ ସଂଘ ସଭାପତି ସଞ୍ଜୀତ ପ୍ରଧାନ କହିଛନ୍ତି, “ଜିଲ୍ଲା ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଅବହେଳା କରାଯାଇଥିବା ରିପୋର୍ଟ ଦିଆଯାଇଛି। ଏହାସହ ଏହି ପ୍ରକଳ୍ପ ନିର୍ମାଣରେ ଆଇନକୁ ମଧ୍ୟ ଖିଲାପ କରାଯାଇଛି। ଏହାସତ୍ତ୍ୱେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ସରପଞ୍ଚ ସଂଘ କୌଣସି ପ୍ରକଳ୍ପକୁ ବିରୋଧ କରୁନାହିଁ। ଆମେ ଆମର ଅଧିକାର ମାଗୁଛୁ। ନିଜ ଅଧିକାର ହାସଲ ନ ହେଲେ ଆଗାମୀ ଦିନରେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ। ଏହାସହ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲର ଦ୍ୱାରସ୍ଥ ହେବୁ।”

ଛତିଶଗଡର ପରିବେଶ ବିତ୍‌ ତଥା ଗୋଲ୍ଡମ୍ୟାନ୍‌ ପୁରସ୍କାର ବିଜେତା ରମେଶ ଅଗ୍ରୱାଲ କହିଛନ୍ତି, “ଛତିଶଗଡ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ପରିବେଶ ପ୍ରଭାବ ମୂଲ୍ୟାୟନ ରିପୋର୍ଟ କରାଯାଇନାହିଁ। ଯାହାକି ଏହି ପ୍ରକଳ୍ପର ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କରିବା କଥା। ଛତିଶଗଡର ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହା କରାଯାଇଛି ଥିବା ବେଳେ ଓଡ଼ିଶାର ପ୍ରଭାବିତ ଲୋକଙ୍କୁ ଅବହେଳା କରାଯାଇଛି। ଛତିଶଗଡ଼ ସରକାର ରିପୋର୍ଟ ପ୍ରସ୍ତୁତ କରିବା ବେଳେ ଉକ୍ତ ୬ଟି ପଞ୍ଚାୟତରେ ଜନଶୁଣାଣି ଲାଗି ସ୍ଥାନୀୟ ଖବରକାଗଜରେ ବିଜ୍ଞାପନ ଦେବା କଥା, ଯାହା କରାଯାଇନାହିଁ।”

ଏ ନେଇ ବରଗଡ଼ ସାଂସଦ ପ୍ରଭାସ ସିଂହ କହିଛନ୍ତି,“ଛତିଶଗଡର ଲାରାରେ ହେଥିବା ପ୍ରକଳ୍ପ ଯୋଗୁଁ ଝାରସୁଗୁଡାର ୬ଟି ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହେବେ। ଏ ପ୍ରସଙ୍ଗ ମୁଁ ଲୋକସଭାରେ ଉଠାଇଛି। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଡିଏଫ୍‌ଓଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସାମାଜିକ-ଅର୍ଥନୈତିକ ସର୍ଭେ କି ଜନଶୁଣାଣି କରାଯାଇ ନ ଥିବା ବେଳେ କୌଣସି ସିଏସଆର କାର୍ଯ୍ୟକ୍ରମ ହାତକୁ ନିଆଯାଇ ନ ଥିବା ଦର୍ଶାଯାଇଛି। ଅଞ୍ଚଳବାସୀ ସେମାନ ଅଧିକାର ନ ପାଇବା ଯାଏ ଲଢେଇ ଜାରି ରହିବ।”

ଝାରସୁଗୁଡାରେ ଥିବା ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ନିରଞ୍ଜନ ମଲ୍ଲିକ କହିଛନ୍ତି, “ଛତିଶଗଡ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଗ୍ରାମରେ ଜନଶୁଣାଣି କରାଯିବା କଥା। ଏହାସହ ସ୍ଥାନୀୟ ଖବରକାଗଜରେ ବିଜ୍ଞାପନ ଦିଆଯିବା ସହ ଓଡ଼ିଶାର ପ୍ରଶାସନୀକ ଅଧିକାରୀଙ୍କୁ ଅବଗତ କରାଯିବା କଥା। ହେଲେ ଛତିଶଗଡ ପକ୍ଷରୁ ଅବହେଳା କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story