ଆସନ୍ତାକାଲି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ କରେସ୍‌ପେଣ୍ଡେନ୍ସ କୋର୍ସ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ଟାବେଳେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା କରିବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ପରେ www.chseodisha.nic.in ଏବଂ www.orissaresult.nic.in ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ୱେବସାଇଟ୍‌ରେ ରୋଲ୍ ନମ୍ବର ସହ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ନିଜର ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ କଳାରେ ୨ଲକ୍ଷ ୪୩ ହଜାର […]

neet-student

neet-student

Rakesh Mallick
  • Published: Tuesday, 30 May 2017
  • Updated: 31 May 2017, 07:36 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ କରେସ୍‌ପେଣ୍ଡେନ୍ସ କୋର୍ସ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ଟାବେଳେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା କରିବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ପରେ www.chseodisha.nic.in ଏବଂ www.orissaresult.nic.in ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ୱେବସାଇଟ୍‌ରେ ରୋଲ୍ ନମ୍ବର ସହ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ନିଜର ପରୀକ୍ଷା ଫଳ ଜାଣିପାରିବେ।

ଚଳିତ ବର୍ଷ କଳାରେ ୨ଲକ୍ଷ ୪୩ ହଜାର ୫୧୮, ବାଣିଜ୍ୟରେ ୨୮ ହଜାର ୫୧୬,  ଧନ୍ଦାମୂଳକ ଶିକ୍ଷାରେ ୮ହଜାର ୫୫୬, କରେସ୍‌ପେଣ୍ଡେନ୍ସ କୋର୍ସରେ ୮ହଜାର ୬୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos