ଆମେରିକାର ଟାଇ ଏବଂ ସିଲିକନ୍ ଭ୍ୟାଲିର ୧୩ ଜଣିଆ ପ୍ରତିନିଧି ଦଳର ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ଭୁବନେଶ୍ୱରକୁ ଗ୍ଲୋବାଲ୍ ନେଟୱାର୍କରେ ସାମିଲ କରାଯିବା ଉଦ୍ଦେଶ୍ୟରେ ଆମେରିକାର ଟାଇ ଏବଂ ସିଲିକନ୍ ଭ୍ୟାଲିର ୧୩ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସକାଳେ ସେମାନେ ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତାକାଲି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏଥିସହ ନୂଆ କରି ଶିଳ୍ପ ସ୍ଥାପନ ପାଇଁ ଥିବା ଷ୍ଟାର୍ଟଅପ୍ ପଲିସି ଉପରେ ପ୍ରତିନିଧି ଦଳ ଆଲୋଚନା କରିବେ। ରାଜ୍ୟରେ ବିଭିନ୍ନ ଅଭିନବ ଶିଳ୍ପ ସ୍ଥାପନ ପାଇଁ ଆଗ୍ରହୀ ଶିଳ୍ପଦ୍ୟୋଗୀମାନଙ୍କ ସହ ସିଲିକନ୍ ଭ୍ୟାଲିର ସହଯୋଗ ଓ ଆର୍ଥିକ ସହାୟତା ଉପରେ ଆଲୋଚନା କରିବେ। ଯାହାଫଳରେ ଓଡ଼ିଶାର ନୂଆ ଶିଳ୍ପଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ସୁଯୋଗ ସୃଷ୍ଟି ହେବ।

ଆହୁରି ପଢ଼ନ୍ତୁ

ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

କରୋନା ଲଢ଼େଇରେ ଜୀବନ ହରାଇଥିବା ଶିକ୍ଷକଙ୍କ ପରିବାରକୁ କେବେ ମିଳିବ ସହାୟତା?

ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

୯ରୁ ୧୧ ଯାଏ ବର୍ଷା; ୧୨ରୁ ଶୁଖିଲା

ନରସିଂହପୁର ଟାଉନ ଶଟ୍‌ଡାଉନ୍‌

ରାଜ୍ୟରେ ହେବ ଆଉ ୬ଟି ନୂଆ ଥାନା