ଓଡ଼ିଶାରେ କଳାଧନ ନେଇ ତଦନ୍ତରେ କିଛି ଫଳ ମିଳିଛି: ଜଷ୍ଟିସ୍ ପଶାୟତ

ଭୁବନେଶ୍ୱର: ଓଡ଼ିଶାରେ କଳାଧନ ନେଇ ହୋଇଥିବା ତଦନ୍ତରେ କିଛି ଫଳ ମିଳିଛି ବୋଲି କହିଛନ୍ତି କଳାଧନ ପ୍ରସଙ୍ଗରେ ଗଠିତ ଏସଆଇଟିର ଉପାଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରଜିତ୍ ପଶାୟତ। ସେ କହିଛନ୍ତି ଯେ ଭବିଷ୍ୟତରେ କଳାଧନ ନେଇ ଓଡ଼ିଶାରେ ଆଉ କିଛି ଅଗ୍ରଗତି ହେବ ବୋଲି ଆଶା କରାଯାଏ। ନୂଆଦିଲ୍ଲୀରେ ଓଟିଭିକୁ ଦେଇଥିବା ଏକ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ସେ କହିଛନ୍ତି ଯେ କଳାଧନ ସଂପର୍କିତ ତଦନ୍ତ ଏକ ଛୋଟିଆ କଥା ନୁହେଁ। ଏକ ନିର୍ଦ୍ଦିଷ୍ଟ ରାଜ୍ୟରେ କଳାଧନ […]

pasayat

pasayat

Rakesh Mallick
  • Published: Thursday, 15 October 2015
  • Updated: 15 October 2015, 04:23 PM IST

ଭୁବନେଶ୍ୱର: ଓଡ଼ିଶାରେ କଳାଧନ ନେଇ ହୋଇଥିବା ତଦନ୍ତରେ କିଛି ଫଳ ମିଳିଛି ବୋଲି କହିଛନ୍ତି କଳାଧନ ପ୍ରସଙ୍ଗରେ ଗଠିତ ଏସଆଇଟିର ଉପାଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରଜିତ୍ ପଶାୟତ। ସେ କହିଛନ୍ତି ଯେ ଭବିଷ୍ୟତରେ କଳାଧନ ନେଇ ଓଡ଼ିଶାରେ ଆଉ କିଛି ଅଗ୍ରଗତି ହେବ ବୋଲି ଆଶା କରାଯାଏ।

ନୂଆଦିଲ୍ଲୀରେ ଓଟିଭିକୁ ଦେଇଥିବା ଏକ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ସେ କହିଛନ୍ତି ଯେ କଳାଧନ ସଂପର୍କିତ ତଦନ୍ତ ଏକ ଛୋଟିଆ କଥା ନୁହେଁ। ଏକ ନିର୍ଦ୍ଦିଷ୍ଟ ରାଜ୍ୟରେ କଳାଧନ ନାହିଁ। ଭାରତୀୟମାନଙ୍କର କଳାଧନ ବିଶ୍ୱର ପ୍ରାୟ ୧୨୦ଟି ଦେଶରେ ରହିଛି। ତେଣୁ ଏହାକୁ ବିଚାରକୁ ନେଲେ ଏସଆଇଟି ଆଗରେ ଏକ ବଡ଼ ଚାଲେଞ୍ଜ ରହିଛି।

ସେ କହିଛନ୍ତି ଯେ ଏସଆଇଟିକୁ ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ ସମୀକ୍ଷା କରୁଛି। ତା’ସହିତ କିଛି ସ୍ଥାନରେ ତଦନ୍ତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଧ୍ୟ କୁହାଯାଇଛି।

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ଅଛି କି ବୋଲି ପଚରା ଯିବାରେ ଜଷ୍ଟିସ୍ ପଶାୟତ କହିଥିଲେ ଯେ ସ୍ୱିସ୍ ବ୍ୟାଙ୍କ ହେଉଛି ଏକ ଆଈ ମା’ କାହାଣୀ ଭଳି। ବାସ୍ତବ କଥା ହେଲା ଭାରତୀୟଙ୍କ କଳାଧନ ଏବେ ୧୨୦ଟି ଦେଶରେ ରହିଛି। ପୂର୍ବରୁ ସ୍ୱିସ୍ ବ୍ୟାଙ୍କରେ ଅର୍ଥ ରଖୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା କଷ୍ଟକର ହେଉଥିଲା। କାରଣ ତାଙ୍କର ବ୍ୟାଙ୍କର ନିୟମ ଅନୁଯାୟୀ ଜମାକର୍ତ୍ତାଙ୍କ ପରିଚୟ ଗୁପ୍ତ ରଖାଯାଉଥିଲା। ତେବେ ଗତ ୧୦ ବର୍ଷରେ କିଛି ପରିବର୍ତ୍ତନ ଆସିଛି। କ୍ୟାଙ୍କ ଜମାକର୍ତ୍ତାଙ୍କ ପରିଚୟ ସଂପର୍କରେ ସୂଚନା ଦେଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story