ଛଉ ନୃତ୍ୟର କଳା ଓ କୌଶଳ ଶିଖାଉଛନ୍ତି ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟି

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ସଂସ୍କୃତି ଭବନରେ ଛଉ ନୃତ୍ୟ ଏକାଡେମୀ ପ୍ରତିକ୍ଷଣ ପକ୍ଷରୁ ତାଲିମ କାର୍ଯ୍ୟକ୍ରମ ହୋଇଛି। କଳାକାରଙ୍କୁ ଛଉ ନୃତ୍ୟର କଳା ଓ କୌଶଳ ଶିଖାଉଛନ୍ତି ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟି। ଛଉ କଳାକାରଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରାଇବା ଲକ୍ଷ୍ୟରେ ଇଲିଆନା କଳାକାରଙ୍କୁ କଳା କୌଶଳ ଉପରେ ତାଲିମ ଦେଉଛନ୍ତି। ସେପଟେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ନୃତ୍ୟଶିଳ୍ପୀଙ୍କଠାରୁ ଛଉ ନୃତ୍ୟ ଶିଖି ବେଶ ଉତ୍ସାହିତ ଅଛନ୍ତି କଳାକାର।

odisi dancer in baripada

odisi dancer in baripada

Rakesh Mallick
  • Published: Monday, 29 January 2018
  • Updated: 29 January 2018, 06:38 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story