ଜାତୀୟସ୍ତରର ଏଣ୍ଟ୍ରାନ୍ସରେ ଓଡ଼ିଆ ପିଲାଙ୍କ ସଫଳତା ନଗଣ୍ୟ

ଭୁବନେଶ୍ୱର: ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ରାଜ୍ୟର ଉଚ୍ଚ ଶିକ୍ଷାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। କେବଳ ଯୁକ୍ତ ଦୁଇ ବିଜ୍ଞାନ ନୁହେଁ, ଇଂଜିନିୟରିଂ, ମେଡିକାଲ୍ ଓ ମ୍ୟାନେଜମ୍ୟାଣ୍ଟ ଭଳି ଜାତୀୟସ୍ତରର ଏଣ୍ଟ୍ରାନ୍ସରେ ଓଡ଼ିଶା ପିଲାଙ୍କ ସଫଳତା ଯଥେଷ୍ଟ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଶିକ୍ଷାରମାନକୁ ନେଇ ଶିକ୍ଷାବିତମାନେ ପ୍ରଶ୍ନ ଉଠାଇଛନ୍ତି। ୨୦୧୭ରେ ୯୦,୦୦୦ରୁ ଅଧିକ ପିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ହାତଗଣତି କେତେ ଜଣ ପିଲା ୯୦ ପ୍ରତିଶତରୁ ଅଧିକ […]

plus two science

plus two science

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 07:12 PM IST

ଭୁବନେଶ୍ୱର: ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ରାଜ୍ୟର ଉଚ୍ଚ ଶିକ୍ଷାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। କେବଳ ଯୁକ୍ତ ଦୁଇ ବିଜ୍ଞାନ ନୁହେଁ, ଇଂଜିନିୟରିଂ, ମେଡିକାଲ୍ ଓ ମ୍ୟାନେଜମ୍ୟାଣ୍ଟ ଭଳି ଜାତୀୟସ୍ତରର ଏଣ୍ଟ୍ରାନ୍ସରେ ଓଡ଼ିଶା ପିଲାଙ୍କ ସଫଳତା ଯଥେଷ୍ଟ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଶିକ୍ଷାରମାନକୁ ନେଇ ଶିକ୍ଷାବିତମାନେ ପ୍ରଶ୍ନ ଉଠାଇଛନ୍ତି।

୨୦୧୭ରେ ୯୦,୦୦୦ରୁ ଅଧିକ ପିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ହାତଗଣତି କେତେ ଜଣ ପିଲା ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଯାହାକି ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ରକୁ ପଦାରେ ପକାଇଛି। ସିବିଏସ୍‌ଇ, ଆଇସିଏସ୍‌ଇ ବୋର୍ଡ ତୁଳନାରେ ସିଏସ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ପିଲାଙ୍କ ମାର୍କ ଯଥେଷ୍ଟ କମ୍‌ ରହୁଛି।

ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାଗୁଡ଼ିକରେ ମଧ୍ୟ ଓଡ଼ିଶା ପିଲାଙ୍କ ପ୍ରଦର୍ଶନ ଭଲ ନାହିଁ। ପ୍ରତିବର୍ଷ ଜେଇଇ ମେନ୍ ପରୀକ୍ଷା ଦେଉଛନ୍ତି ପ୍ରାୟ ୪୫,୦୦୦ ପିଲା। ହେଲେ ଜେଇଇ ଆଡଭାନ୍ସ ଆବେଦନ ପାଇଁ ଯୋଗ୍ୟ ହେଉଛନ୍ତି ମାତ୍ର ୨୫,୦୦ ପିଲା। ରାଜ୍ୟରେ ଥିବା ଜାତୀୟ ସ୍ତରର ଶିକ୍ଷାନୁଷ୍ଟାନ ଆଇଆଇଟି, ଆଇଆଇଏମ୍‌, ଏନ୍‌ଆଇଏସ୍‌ଇଆର୍‌, ଏମ୍ସ ଭଳି ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଏସବୁ ଶିକ୍ଷାନୁଷ୍ଠାନରେ ଓଡିଶା ପିଲାଙ୍କ ସଂଖ୍ୟା ଯଥେଷ୍ଟ କମ୍। ନାଇଜରରେ ପ୍ରତିବର୍ଷ ଓଡ଼ିଶାରୁ ପ୍ରାୟ ୨୦ ଜଣ ପିଲା ଆଡମିଶନ କରୁଥିବା ବେଳେ ଅନ୍ୟ ଶିକ୍ଷାନୁଷ୍ଠାନରେ ଏହି ସଂଖ୍ୟା ୧୦ରୁ କମ୍ ବୋଲି ଜଣା ପଡିଛି।

ଭୁବନେଶ୍ୱର ଆଇଆଇଟିର ପୂର୍ବତନ ରେଜିଷ୍ଟ୍ରାର ବି.କେ.ରାୟ କହିଛନ୍ତି,“ବିଜ୍ଞାନରେ ବହୁ ପ୍ରାକ୍ଟିକାଲ ଆବଶ୍ୟକ ରହିଥାଏ। ସେଥିପାଇଁ ବହୁ ଯନ୍ତ୍ରାଂଶ ଆବଶ୍ୟକ। ମାତ୍ର ଅଧିକାଂଶ କଲେଜରେ ଲାବ ନାହିଁ। ଏହାଛଡ଼ା ଦକ୍ଷ ଶିକ୍ଷକ ନାହାନ୍ତି। ଯାହାଦ୍ୱାରା ପିଲାମାନେ ଆବଶ୍ୟକ ପ୍ରାକ୍ଟିକାଲ କରିପାରୁ ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story