ଦୁର୍ଘଟଣା ଘଟିଲେ କିଏ ଦାୟୀ ହେବ: ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂଶୋଧିତ ନୂଆ ମୋଟର ଯାନ ନିୟମ କଟକଣା କୋହଳ କରିବାକୁ ନେଇ ରାଜ୍ୟ ମାନବାଧିକାର କମିଶନ ପଶ୍ନ କରିଛନ୍ତି। କଟକଣାରେ ୩ ମାସ କୋହଳ କରିବାକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି କମିଶନ। କହିଛନ୍ତି, ଏହି ଆଇନ କୋହଳ ହେବା ପରେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ପୂର୍ବଭଳି ଦୁର୍ଘଟଣାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ […]

joints.jpg.....

joints.jpg.....

Tapaswini Nayak
  • Published: Saturday, 21 September 2019
  • Updated: 21 September 2019, 02:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂଶୋଧିତ ନୂଆ ମୋଟର ଯାନ ନିୟମ କଟକଣା କୋହଳ କରିବାକୁ ନେଇ ରାଜ୍ୟ ମାନବାଧିକାର କମିଶନ ପଶ୍ନ କରିଛନ୍ତି। କଟକଣାରେ ୩ ମାସ କୋହଳ କରିବାକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି କମିଶନ। କହିଛନ୍ତି, ଏହି ଆଇନ କୋହଳ ହେବା ପରେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ପୂର୍ବଭଳି ଦୁର୍ଘଟଣାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉଲ୍ଲଂଘନକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।
ଏହାଦ୍ୱାରା ଦୁର୍ଘଟଣାର ହାର ବଢ଼ିବା ସହ ସାଧାରଣ ସମ୍ପତ୍ତି କ୍ଷତି ଘଟୁଛି। ଏହି ସମୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ।

ଆବଶ୍ୟକ କାଗଜପତ୍ର ନ ଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କ୍ଷତିପୂରଣ କିଏ ଦେବ ବୋଲି କମିଶନ କହିଛନ୍ତି। ସ୍କୁଲ ପିଲାଙ୍କୁ ବହନ କରୁଥିବା ଗାଡ଼ିର ନିୟମିତ ଚେକିଂ ହେଉଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି କମିଶନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story