ଆଜିଠୁ ଓଜେଇଇ ୱେବ୍ କାଉନସେଲିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜିଠୁ ଆରମ୍ଭ ହୋଇଛି ଓଜେଇଇ ୱେବ୍ କାଉନସେଲିଂ। ଆଜି ଏମ୍‌ବିଏ, MCA, M.TECH, M.ARCH ଓ  M.PLAN ପାଇଁ ୱେବ୍ କାଉନସେଲିଂ ହେବ। ସେହିଭଳି ଆସନ୍ତାକାଲିଠାରୁ B.Tech, B.Arch, B.Plan, B.CAT, Int. M.Sc ଆଦି ପାଇଁ ୱେବ୍ କାଉନସେଲିଂ ଆରମ୍ଭ ହେବ।  ଛାତ୍ରଛାତ୍ରୀ ମାନେ www.ojee.nic.in କିମ୍ବା odishajee.comରେ ବିସ୍ତୃତ ବିବରଣୀ ପାଇପାରିବେ। ସୂଚନାଯୋଗ୍ୟ, ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି […]

Exam

Exam

Tapaswini Nayak
  • Published: Monday, 12 September 2022
  • Updated: 12 September 2022, 01:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜିଠୁ ଆରମ୍ଭ ହୋଇଛି ଓଜେଇଇ ୱେବ୍ କାଉନସେଲିଂ। ଆଜି ଏମ୍‌ବିଏ, MCA, M.TECH, M.ARCH ଓ  M.PLAN ପାଇଁ ୱେବ୍ କାଉନସେଲିଂ ହେବ।

ସେହିଭଳି ଆସନ୍ତାକାଲିଠାରୁ B.Tech, B.Arch, B.Plan, B.CAT, Int. M.Sc ଆଦି ପାଇଁ ୱେବ୍ କାଉନସେଲିଂ ଆରମ୍ଭ ହେବ।  ଛାତ୍ରଛାତ୍ରୀ ମାନେ www.ojee.nic.in କିମ୍ବା odishajee.comରେ ବିସ୍ତୃତ ବିବରଣୀ ପାଇପାରିବେ।

ସୂଚନାଯୋଗ୍ୟ, ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା।

ଜୁଲାଇ ୪ ରୁ ୮ ତାରିଖ ଯାଏ ଦିନକୁ ୩ଟି ସିଟିଂ ରେ  ପରୀକ୍ଷା ହୋଇଥିଲା । କମ୍ପ୍ୟୁଟର ବେସଡ୍ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story