ପୂଜା ଦେ ଓଜେଏସ୍‌ ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଛି ୨୦୧୫ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍‌)ର ପରୀକ୍ଷା ଫଳ। ଏଥିରେ ୭୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପୂଜା ଦେ ଟପ୍ପର ହୋଇଛନ୍ତି।