ବିଲକୁ ଯାଉଥିଲେ, ଆକ୍ରମଣ କଲା ବାର୍‌ହା

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲିପାଲି ଥାନା ଅନ୍ତର୍ଗତ ଲୁନ୍ଦରୁଡିହି ଗାଁରେ ବାରହା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବେଞ୍ଜାମିନ୍‌ ବାଙ୍କରା। ଆଜି ସକାଳେ ବେଞ୍ଜାମିନ୍‌ ନିଜ ଜମିକୁ ଯାଉଥିଲେ। ଏହି ସମୟରେ ସେ ବାର୍‌ହା ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ବାର୍‌ହାଟି ତାଙ୍କୁ ଆକ୍ରମଣ କରିଥିଲା। ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ  ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକତ୍ସାଧୀନ […]

deadbody

deadbody

Tapaswini Nayak
  • Published: Saturday, 12 October 2019
  • Updated: 12 October 2019, 05:14 PM IST

Sports

Latest News

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲିପାଲି ଥାନା ଅନ୍ତର୍ଗତ ଲୁନ୍ଦରୁଡିହି ଗାଁରେ ବାରହା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବେଞ୍ଜାମିନ୍‌ ବାଙ୍କରା।

ଆଜି ସକାଳେ ବେଞ୍ଜାମିନ୍‌ ନିଜ ଜମିକୁ ଯାଉଥିଲେ। ଏହି ସମୟରେ ସେ ବାର୍‌ହା ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ବାର୍‌ହାଟି ତାଙ୍କୁ ଆକ୍ରମଣ କରିଥିଲା। ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ  ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos