ଦୁଇ ଦିନ ତଳେ ପିଟିଥିଲା ପୁତୁରା, ଆଜି ଚାଲିଗଲେ

ନୂଆପଡ଼ା (ମାୟାଧର ସରାଫ): ଆଜକୁ ଦୁଇ ଦିନ ତଳେ ପୁତୁରା ମାଡ଼ରେ ଗୁରୁତର ଆହତ ହୋଇଥିଲେ ବଡ଼ବାପା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଚାଲିଗଲେ। ଏହି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ନୂଆଗାଁ ଗାଁରେ। ଗତ ୩୦ ତାରିଖରେ କୌଣସି କଥାକୁ ନେଇ ତୁଲାସିଂ ମାଝିଙ୍କ ଦୁଇ ପୁତୁରା ପାଟିତୁଣ୍ଡ କରୁଥିଲେ। ଏହାର ସମାଧାନ କରିବାକୁ ଆସିଥିଲେ ତୁଲାସିଂ। ତେବେ ଦୁଇ ପୁତୁରା ମଧ୍ୟରୁ ବଦନସିଂ ମାଝି ରାଗି ଯାଇ ତୁଲାସିଂଙ୍କୁ ମାଡ଼ ମାରିଥିଲେ। ଫଳରେ […]

old man death in nuapada

old man death in nuapada

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 07:10 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ଆଜକୁ ଦୁଇ ଦିନ ତଳେ ପୁତୁରା ମାଡ଼ରେ ଗୁରୁତର ଆହତ ହୋଇଥିଲେ ବଡ଼ବାପା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଚାଲିଗଲେ। ଏହି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ନୂଆଗାଁ ଗାଁରେ।

ଗତ ୩୦ ତାରିଖରେ କୌଣସି କଥାକୁ ନେଇ ତୁଲାସିଂ ମାଝିଙ୍କ ଦୁଇ ପୁତୁରା ପାଟିତୁଣ୍ଡ କରୁଥିଲେ। ଏହାର ସମାଧାନ କରିବାକୁ ଆସିଥିଲେ ତୁଲାସିଂ। ତେବେ ଦୁଇ ପୁତୁରା ମଧ୍ୟରୁ ବଦନସିଂ ମାଝି ରାଗି ଯାଇ ତୁଲାସିଂଙ୍କୁ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story