ଶୌଚ ବେଳେ କୂଅରେ ଖସି ପଡ଼ିଲେ ବୃଦ୍ଧ

ଜୟପୁର(ଓଡ଼ିଶା ରିପୋର୍ଟର): ଶୌଚ ବେଳେ ଚେତାଶୂନ୍ୟ ହୋଇ କୂଅରେ ଖସିପଡ଼ିଲେ ବୃଦ୍ଧ। ନିଜ ଜୀବନକୁ ବାଜି ଲଗାଇ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଦୁଇ ଅଗ୍ନିଶମ କର୍ମଚାରୀ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ ଅନ୍ତର୍ଗତ ଉମୁରି ଗାଁରେ। ବୃଦ୍ଧ ଜଣଙ୍କ ହେଲେ ରୁପଧର ହଲୱା। ଆଜି ସକାଳେ ରୁପଧର କୂଅ ନିକଟରେ ଶୌଚ ହେଉଥିଲେ। ଶୌଚ ହେବା ସମୟରେ ସେ ଚେତାଶୂନ୍ୟ ହୋଇ କୂଅରେ ପଡ଼ି ଯାଇଥିଲେ। ପରିବାର ଲୋକେ ଏନେଇ ଅଗ୍ନିଶମ କର୍ମଚାରୀଙ୍କୁ […]

Tapaswini Nayak
  • Published: Tuesday, 17 May 2022
  • Updated: 17 May 2022, 01:43 PM IST

ଜୟପୁର(ଓଡ଼ିଶା ରିପୋର୍ଟର): ଶୌଚ ବେଳେ ଚେତାଶୂନ୍ୟ ହୋଇ କୂଅରେ ଖସିପଡ଼ିଲେ ବୃଦ୍ଧ। ନିଜ ଜୀବନକୁ ବାଜି ଲଗାଇ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଦୁଇ ଅଗ୍ନିଶମ କର୍ମଚାରୀ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ ଅନ୍ତର୍ଗତ ଉମୁରି ଗାଁରେ। ବୃଦ୍ଧ ଜଣଙ୍କ ହେଲେ ରୁପଧର ହଲୱା।

ଆଜି ସକାଳେ ରୁପଧର କୂଅ ନିକଟରେ ଶୌଚ ହେଉଥିଲେ। ଶୌଚ ହେବା ସମୟରେ ସେ ଚେତାଶୂନ୍ୟ ହୋଇ କୂଅରେ ପଡ଼ି ଯାଇଥିଲେ। ପରିବାର ଲୋକେ ଏନେଇ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଦୁଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ରୁପଧରଙ୍କୁ ଉଦ୍ଧାର କରିଥିଲେ। ବୃଦ୍ଧଙ୍କୁ ଉଦ୍ଧାର କଲା ବେଳେ ଦୁଇ ଅଗ୍ନିଶମ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story