କାଣୀନଦୀରେ ଭାସିଗଲେ ବୃଦ୍ଧ

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପେତପଡ଼ାର ଜଣେ ବୃଦ୍ଧ ବନ୍ୟା ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ କେଶବ ଚନ୍ଦ୍ର ଦାସ। ତାଙ୍କୁ ୬୨ ବର୍ଷ ହୋଇଥିଲା। ଆଜି କେଶବ ଦୋକାନ ବନ୍ଦ କରି ଘରୁ ଫେରିଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। କାଣୀ ନଦୀରେ ଆସିଥିବା ବନ୍ୟା ପାଣିରେ ସେ ଭାସି ଯାଇଥିଲେ। ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କେଶବଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି।

ddddddddddddddddddd

ddddddddddddddddddd

Tapaswini Nayak
  • Published: Sunday, 30 August 2020
  • Updated: 30 August 2020, 05:21 PM IST

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପେତପଡ଼ାର ଜଣେ ବୃଦ୍ଧ ବନ୍ୟା ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ କେଶବ ଚନ୍ଦ୍ର ଦାସ। ତାଙ୍କୁ ୬୨ ବର୍ଷ ହୋଇଥିଲା।

ଆଜି କେଶବ ଦୋକାନ ବନ୍ଦ କରି ଘରୁ ଫେରିଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। କାଣୀ ନଦୀରେ ଆସିଥିବା ବନ୍ୟା ପାଣିରେ ସେ ଭାସି ଯାଇଥିଲେ। ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କେଶବଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story