ଓମ୍‌-ଦୀପୁ ହତ୍ୟା ମାମଲା: କଟକରୁ ଜବତ ହେଲା ସ୍କର୍ପିଓ

କଟକ:  ଓମ୍–ଦୀପୁ ହତ୍ୟା ମାମଲାରେ କମିଶନରେଟ୍‌ ପୋଲିସ୍‌ ହାତରେ ଆଉ ଏକ ନୂଆ ସୁରାକ୍ ଲାଗିଛି। କମିଶନରେଟ୍ ପୋଲିସ୍ କଟକ କଲେଜ ଛକରୁ ଏକ ଧଳା ରଙ୍ଗର ସ୍କର୍ପିଓ ଜବତ କରିଛି ।   ଗାଡ଼ି ନମ୍ବର ଓଡି ୦୫-୭୪୫୫। ଓମ୍ ଏବଂ ଦୀପୁର ହତ୍ୟା ପରେ ସେମାନଙ୍କ ଶବକୁ ଝାଡ଼ଖଣ୍ଡ ନେବାରେ ଏହି କାରକୁ ବ୍ୟବହାର କରାଯାଇଥିବା ପୋଲିସ୍ ଆଶଙ୍କା କରୁଛି ।  ଡି’ ବ୍ରଦର୍ସଙ୍କୁ ଜେରା ବେଳେ ଏଇ ଗାଡ଼ି ନେଇ କମିଶନରେଟ୍ ପୋଲିସ ତଥ୍ୟ […]

SCORPIO

SCORPIO

Rakesh Mallick
  • Published: Monday, 29 February 2016
  • Updated: 29 February 2016, 05:27 PM IST

Sports

Latest News

SCORPIOକଟକ:  ଓମ୍–ଦୀପୁ ହତ୍ୟା ମାମଲାରେ କମିଶନରେଟ୍‌ ପୋଲିସ୍‌ ହାତରେ ଆଉ ଏକ ନୂଆ ସୁରାକ୍ ଲାଗିଛି। କମିଶନରେଟ୍ ପୋଲିସ୍ କଟକ କଲେଜ ଛକରୁ ଏକ ଧଳା ରଙ୍ଗର ସ୍କର୍ପିଓ ଜବତ କରିଛି ।   ଗାଡ଼ି ନମ୍ବର ଓଡି ୦୫-୭୪୫୫। ଓମ୍ ଏବଂ ଦୀପୁର ହତ୍ୟା ପରେ ସେମାନଙ୍କ ଶବକୁ ଝାଡ଼ଖଣ୍ଡ ନେବାରେ ଏହି କାରକୁ ବ୍ୟବହାର କରାଯାଇଥିବା ପୋଲିସ୍ ଆଶଙ୍କା କରୁଛି ।  ଡି’ ବ୍ରଦର୍ସଙ୍କୁ ଜେରା ବେଳେ ଏଇ ଗାଡ଼ି ନେଇ କମିଶନରେଟ୍ ପୋଲିସ ତଥ୍ୟ ପାଇଥିଲା । ଏନେଇ ପୋଲିସ୍ ଛାନଭିନ୍ ଜାରି ରଖିଥିବା ପୋଲିସ୍ କମିଶନର ୱାଇ ବି ଖୁରାନିଆ କହିଛନ୍ତି।

ଜବତ ହୋଇଥିବା ଏହି ସ୍କର୍ପିଓଟି ଡି’ ବ୍ରଦର୍ସଙ୍କ ବିଜେନ୍ସ ପାର୍ଟନର ଭୋଲା  ଭଗତର ସଂପର୍କୀୟଙ୍କର ବୋଲି ଜଣାପଡ଼ିଛି ।  ଭୋଲା ଭଗତ ବର୍ତ୍ତମାନ ଫେରାର ଅଛି। ଓମ୍–ଦୀପୁ ହତ୍ୟା ମାମଲାରେ ଭୋଲା ଭଗତ ଅନ୍ୟତମ ଅଭିଯୁକ୍ତ। କିଛି ଦିନ ତଳେ ଭୋଲା ଭଗତଙ୍କ ଘରେ କମିଶନରେଟ୍ ପୋଲିସ୍ ଚଢ଼ାଉ କରିଥିଲା। ଖୁଣ୍ଟକଟା ଫାର୍ମ ହାଉସରେ ଓମ୍ ଓ ଦୀପୁକୁ ହତ୍ୟା କରିବା ପରେ ସେମାନଙ୍କର ମୃତଦେହକୁ ହୋଣ୍ଡା ସିଟି ଗାଡ଼ିରେ  ଡି’ ବ୍ରଦର୍ସଙ୍କ ସହିତ ୬ ରୁ ୭ ଜଣ ଝାଡଖଣ୍ଡ ନେଇ ଯାଇଥିଲେ ଓ ସେଠାରେ ଶବକୁ ପୋଡି ଦେଇଥିଲେ। ଏଇ ଗାଡ଼ିକୁ ନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି ।

ଅନ୍ୟପକ୍ଷରେ ଫାରୁକ ମର୍ଡର କେସରେ ମଧ୍ୟରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ୍। ଚୌଦାର ଜେଲରେ ୨ ନମ୍ବର ସେଲର ୱାର୍ଡ ନମ୍ବର ୩ରେ ବଡ଼ ଭାଇ ସୁଶାନ୍ତ ଓ ୩ନମ୍ବର ସେଲର ୫ ନମ୍ବର ୱାର୍ଡରେ ସାନ ଭାଇ ସୁଶୀଲ ଧଳସାମନ୍ତଙ୍କୁ ରଖାଯାଇଛି। ଡି’ ଗ୍ୟାଙ୍ଗର ସବୁଠାରୁ ସକ୍ରିୟ ସଦସ୍ୟ ଭଜନାକୁ ୩ନମ୍ବର ୱାର୍ଡରେ ରଖାଯାଇଛି।  ଏହା ବ୍ୟତୀତ ଭୁଆଁ, ସଂଗ୍ରାମ, ଯୁଗ, ସୋଲା ଓ ଗଡ୍ଡୁ ଓ ଦେବାଶିଷ କରଙ୍କୁ ବି ପରସ୍ପରଠାରୁ ଅଲଗା ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story