ସନ୍ଧ୍ୟାବେଳଠୁ ସରକାରୀ ଡାକ୍ତରଖାନାରେ ଝୁଲୁଛି ତାଲା, ଗଛ ମୂଳେ ପ୍ରସବ କଲେ ମହିଳା

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ସନ୍ଧ୍ୟା ୭ଟାରୁ ସରକାରୀ ଡାକ୍ତରଖାନାରେ ଝୁଲୁଛି ତାଲା। ଡାକ୍ତର ସହ ସବୁ ଷ୍ଟାଫ ଗାଏବ। ରୋଗୀ ଯାଇ ଗ୍ରୀଲ୍ ବାଡ଼େଇଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି। ଶେଷରେ ରୋଗୀଟି କିଛି ଉପାୟ ନପାଇ ଗଛ ମୂଳେ ପ୍ରସବ କଲେ। ଏଭଳି ଘଟଣା କେଉଁ ଉପାନ୍ତ ଜିଲ୍ଲାର ନୁହେଁ। ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ରହଣି ଗାଁର ସନ୍ତୋଷ […]

medical

medical

Tapaswini Nayak
  • Published: Friday, 06 May 2022
  • Updated: 06 May 2022, 12:37 PM IST

Sports

Latest News

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ସନ୍ଧ୍ୟା ୭ଟାରୁ ସରକାରୀ ଡାକ୍ତରଖାନାରେ ଝୁଲୁଛି ତାଲା। ଡାକ୍ତର ସହ ସବୁ ଷ୍ଟାଫ ଗାଏବ। ରୋଗୀ ଯାଇ ଗ୍ରୀଲ୍ ବାଡ଼େଇଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି। ଶେଷରେ ରୋଗୀଟି କିଛି ଉପାୟ ନପାଇ ଗଛ ମୂଳେ ପ୍ରସବ କଲେ। ଏଭଳି ଘଟଣା କେଉଁ ଉପାନ୍ତ ଜିଲ୍ଲାର ନୁହେଁ। ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ରହଣି ଗାଁର ସନ୍ତୋଷ ନାୟକଙ୍କ ସ୍ତ୍ରୀ ଦେବକୀଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ଆଶାଦିଦିଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ପହଞ୍ଚିଲା ବେଳକୁ ଡାକ୍ତରଖାନାରେ ତାଲା ଝୁଲୁଛି। ଡାକ୍ତରଙ୍କ ସହ କୌଣସି ଷ୍ଟାଫଙ୍କ ଦେଖା ନଥିଲା। ଏହାଦେଖି ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା।

ଏପଟେ ଡାକ୍ତରଖାନା ବାରଣ୍ଡାରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଦେବକୀ। କିପରି ଗାଡ଼ି ଯୋଗାଡ଼ କରି ଅନ୍ୟ ଡାକ୍ତରଖାନାକୁ ନେବେ ଚିନ୍ତାରେ ପଡ଼ିଯାଇଥିଲେ ତାଙ୍କ ସ୍ୱାମୀ। ଶେଷରେ କିଛି ଉପାୟ ନପାଇ ଡାକ୍ତରଖାନା ନିକଟରେ  ଥିବା ଗଛ ମୂଳେ ଦେବକୀ ପ୍ରସବ କରିଥିଲେ। ଆଶା ଦିଦିଙ୍କ ସହାୟତାରେ ଦେବକୀଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ନବଜାତଟି ସୁସ୍ଥ ଥିବା ଜଣାଯାଇଛି।

ଦେବକୀଙ୍କ ସ୍ୱାମୀ ସନ୍ତୋଷ ନାୟକ କହିଛନ୍ତି, ସନ୍ଧ୍ୟା ୭ଟାବେଳେ ଡାକ୍ତରଖାନାକୁ ଆସିବାବେଳେ ତାଲା ଝୁଲିଥିଲା। ଡାକ୍ତରଖାନାରେ କୌଣସି ଷ୍ଟାଫ ନଥିଲେ। ମୋ ସ୍ତ୍ରୀ ସନ୍ଧ୍ୟା ୮ଟା ସମୟରେ ଗଛ ମୂଳେ ପ୍ରସବ କରିଥିଲା।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ଯେଉଁମାନେ ଡ୍ୟୁଟିରେ ଅବହେଳା କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story