ଆଜିଠୁ ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର। ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁସାରେ ଆଜିଠାରୁ ଓମ୍‌ଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଢ଼ିଛି। ପ୍ରାୟ ସବୁ ବର୍ଗର କ୍ଷୀରର ଦାମ ବଢ଼ିଛି। ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ପୂର୍ବରୁ ୪୦ ଟଙ୍କା ଥିବା ବେଳେ ଏବେ ତାହା  ୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଟୋନ୍ଡ କ୍ଷୀର ଲିଟର ପିଛା ୩୮ ଟଙ୍କା ହୋଇଛି। କ୍ଷୀର ଏକ ଜରୁରୀ ଖାଦ୍ୟ […]

omfed-1..

omfed-1..

Tapaswini Nayak
  • Published: Friday, 27 September 2019
  • Updated: 27 September 2019, 09:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର। ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁସାରେ ଆଜିଠାରୁ ଓମ୍‌ଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଢ଼ିଛି।

ପ୍ରାୟ ସବୁ ବର୍ଗର କ୍ଷୀରର ଦାମ ବଢ଼ିଛି। ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ପୂର୍ବରୁ ୪୦ ଟଙ୍କା ଥିବା ବେଳେ ଏବେ ତାହା  ୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଟୋନ୍ଡ କ୍ଷୀର ଲିଟର ପିଛା ୩୮ ଟଙ୍କା ହୋଇଛି।

କ୍ଷୀର ଏକ ଜରୁରୀ ଖାଦ୍ୟ ପଦାର୍ଥ ହୋଇଥିବା ବେଳେ ଏହାର ଦର ବୃଦ୍ଧିକୁ ଖାଉଟିମାନେ ସହଜରେ ହଜମ କରି ପାରୁ ନାହାନ୍ତି।

ଜଣେ ଗ୍ରାହକ କହିଛନ୍ତି,“ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତଙ୍କର କ୍ଷୀରର ଆବଶ୍ୟକତା ରହିଛି। ସରକାର ହଠାତ୍‌ ଏତେ ଟଙ୍କା କ୍ଷୀର ଦର ବଢ଼ାଇବା ଦ୍ୱାରା ଏହା ଗ୍ରାହକଙ୍କୁ ବାଧୁଛି। ହଠାତ୍‌ କ୍ଷୀର ଦର ୪ ଟଙ୍କା ବଢ଼ାଇବା ଘଟଣାକୁ ରାଜ୍ୟ ସରକାରଙ୍କ ଅପରଗତା ବୋଲି କୁହାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story