ଚିଲିକା ବିଧାୟକଙ୍କ ଦବଙ୍ଗଗିରିର ଭିଡିଓ ଭାଇରାଲ, କହିଲେ- ଭୁଲ ମାଗ, ନ ହେଲେ ଛଡ଼ା ଯିବନି

ବାଲୁଗାଁ  (ଓଡ଼ିଶା ରିପୋର୍ଟର): ପୁଣି ଦବଙ୍ଗଗିରି ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବିଧାୟକଜଣକ ଜଣେ ବ୍ୟକ୍ତିକୁ ଧମକ ଦେଉଥିବା  ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଭିଡିଓକୁ ନେଇ ସରଗରମ ରାଜନୀତି। ସୂଚନା ଅନୁସାରେ, କିଛି ଦିନ ପୂର୍ବେ ବାଣପୁର ଗମ୍ଭାରୀମୁଣ୍ଡାସ୍ଥିତ ଏକ କ୍ଲବ ଘରକୁ ପରିଦର୍ଶନରେ ଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ସେଠାରେ ଜଣେ ଭଦ୍ରବ୍ୟକ୍ତି ବିଧାୟକଙ୍କ କାଣ୍ଡଜ୍ଞାନ ନାହିଁ ବୋଲି ଗାଳିଗୁଲଜ […]

MLa

MLa

Tapaswini Nayak
  • Published: Wednesday, 09 February 2022
  • Updated: 09 February 2022, 02:22 PM IST

ବାଲୁଗାଁ  (ଓଡ଼ିଶା ରିପୋର୍ଟର): ପୁଣି ଦବଙ୍ଗଗିରି ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବିଧାୟକଜଣକ ଜଣେ ବ୍ୟକ୍ତିକୁ ଧମକ ଦେଉଥିବା  ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଭିଡିଓକୁ ନେଇ ସରଗରମ ରାଜନୀତି।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ବାଣପୁର ଗମ୍ଭାରୀମୁଣ୍ଡାସ୍ଥିତ ଏକ କ୍ଲବ ଘରକୁ ପରିଦର୍ଶନରେ ଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ସେଠାରେ ଜଣେ ଭଦ୍ରବ୍ୟକ୍ତି ବିଧାୟକଙ୍କ କାଣ୍ଡଜ୍ଞାନ ନାହିଁ ବୋଲି ଗାଳିଗୁଲଜ କରିଥିଲେ। ଏହା ଶୁଣି ବିଧାୟକଙ୍କ ରାଗ ପଞ୍ଚମରେ ପହଞ୍ଚିଗଲା। ଏପରିକି ନିଜ ହିତାହିତ ଜ୍ଞାନ ଭୁଲିଗଲେ।

ଏହାପରେ ବିଧାୟକ କ୍ରୋଧଧାନ୍ୱିତ ହୋଇ ଭଦ୍ର ବ୍ୟକ୍ତିଜଣକ  ଯାହା କହିଲେ ସେଥିପାଇଁ ଭୁଲ୍‌ ମାଗିବାକୁ ପଡ଼ିବ ନଚେତ ଉତ୍ତର ଦିଅନ୍ତୁ ବୋଲି କହିଥିଲେ । ଏହା କରି ନ ପାରିଲେ ତାଙ୍କୁ ଘରକୁ ଛଡା ଯିବନି ବୋଲି ବିଧାୟକ ଜଗଦ୍ଦେବ କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ଖବର ପାଇ ବାଣପୁର ପୁଲିସ ସେଠାକୁ ଯାଇ ସମସ୍ତଙ୍କୁ ବୁଝାସୁଝା  କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।  ତେବେ ଏ ସମ୍ପର୍କରେ ପ୍ରଶାନ୍ତ ଜଗଦେବଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ପ୍ରଶାନ୍ତ ଜଗଦ୍ଦେବ ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳରୁ ନିଲମ୍ବିତ କରିଥିଲେ।

https://youtu.be/7Nctf-KFtLk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story