ମିଲିର ମୃତ୍ୟୁ, ଯକ୍ଷ୍ମାରେ ପୀଡ଼ିତ ଥିଲା ?

ଭୁବନେଶ୍ୱର: ଭୁବନେଶ୍ୱର ନିକଟରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆଜି ଏକ ମାଈ ଭାଲୁର ମୃତ୍ୟୁ ହୋଇଛି। ତା ନାଁ ମିଲି। ଚିକିତ୍ସାଧୀନ ଅବସ୍ଥାରେ ମିଲିର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ମିଲି ଟିବିରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଥିଲା। ଏଥିପାଇଁ ତାକୁ ଅଲଗା ରଖି ତା ଚିକିତ୍ସା କରାଯାଉଥିଲା। ମିଲିର ଶବ ବ୍ୟବଛେଦ ପାଇଁ ପଠାଯାଇଛି। ୨୦୦୧ ମସିହାରେ ମିଲିର ଜନ୍ମ ହୋଇଥିଲା। ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୧ଟି ପୁରୁଷ ଓ […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 02:48 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ନିକଟରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆଜି ଏକ ମାଈ ଭାଲୁର ମୃତ୍ୟୁ ହୋଇଛି। ତା ନାଁ ମିଲି। ଚିକିତ୍ସାଧୀନ ଅବସ୍ଥାରେ ମିଲିର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ମିଲି ଟିବିରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଥିଲା। ଏଥିପାଇଁ ତାକୁ ଅଲଗା ରଖି ତା ଚିକିତ୍ସା କରାଯାଉଥିଲା। ମିଲିର ଶବ ବ୍ୟବଛେଦ ପାଇଁ ପଠାଯାଇଛି। ୨୦୦୧ ମସିହାରେ ମିଲିର ଜନ୍ମ ହୋଇଥିଲା।

ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୧ଟି ପୁରୁଷ ଓ ୫ଟି ମାଈ ଭାଲୁ ଅଛନ୍ତି। ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୨ ତାରିଖରେ ଏଠି ଥିବା ଧଳା ବାଘୁ଼ଣୀ କୁସୁମର ମୃତ୍ୟୁ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ କାରଣରୁ ତାର ମୃତ୍ୟୁ ଘଟିଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ। ମୃତ୍ୟୁ ବେଳକୁ କୁସୁମର ବୟସ ୧୮ ବର୍ଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story