ପୋଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗଦାଧର ସ୍ୱାଇଁ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପାଲୁର ଜଙ୍କସନ୍ ବାଲିବଗଡ଼ା ଗାଁ ନିକଟରେ ଗତକାଲି ରାତିରେ ପୋଲିସ୍‌ ଏନକାଉଣ୍ଟରେ ବାଣପୁରର ଦୁର୍ଦ୍ଦାନ୍ତ ଅପରାଧୀ ଗଦାଧର ସ୍ୱାଇଁ ଆହତ ହୋଇଛନ୍ତି। ଗଦାଧରଙ୍କ ଡାହାଣ ଗୋଡ଼ ‌ଆଣ୍ଠୁରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ପିସ୍ତଲ,୩ ରାଉଣ୍ଡ ଗୁଳି ଏବଂ  ଗୋଟିଏ ବାଇକ୍ ଜବତ କରିଛି ପୋଲିସ୍। ଘଟଣାସ୍ଥଳରୁ ତା’ର ଆଉ ଜଣେ ସହଯୋଗୀ ଖସିଯାଇଥିବା […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 02:10 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପାଲୁର ଜଙ୍କସନ୍ ବାଲିବଗଡ଼ା ଗାଁ ନିକଟରେ ଗତକାଲି ରାତିରେ ପୋଲିସ୍‌ ଏନକାଉଣ୍ଟରେ ବାଣପୁରର ଦୁର୍ଦ୍ଦାନ୍ତ ଅପରାଧୀ ଗଦାଧର ସ୍ୱାଇଁ ଆହତ ହୋଇଛନ୍ତି। ଗଦାଧରଙ୍କ ଡାହାଣ ଗୋଡ଼ ‌ଆଣ୍ଠୁରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ପିସ୍ତଲ,୩ ରାଉଣ୍ଡ ଗୁଳି ଏବଂ  ଗୋଟିଏ ବାଇକ୍ ଜବତ କରିଛି ପୋଲିସ୍।

ଘଟଣାସ୍ଥଳରୁ ତା’ର ଆଉ ଜଣେ ସହଯୋଗୀ ଖସିଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି। ୧୦ ତାରିଖରେ ବାଣପୁରର ଜଣେ କଣ୍ଟ୍ରାଟରକୁ ଗୁଳିମାଡ଼ ଓ ଅନ୍ୟାନ୍ୟ ୨୦ରୁ ଅଧିକ ଅପରାଧିକ ମାମଲାରେ ଗଦାଧର ସମ୍ପୃକ୍ତି ଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story