ଘର ଜାଳିଦେଲା ବଜ୍ରପାତ; ଜାଣନ୍ତୁ କେଉଁଠି

ଆନନ୍ଦପୁର(ମୁନା ସିଂହ): ରାଜ୍ୟରେ ଜାରି ରହିଛି ବଜ୍ରପାତ ବିତ୍ପାତ। ଏହି ଦୁର୍ବିପାକରେ କେତେକ ଲୋକଙ୍କ ଜୀବନ ଯାଉଥିବା ବେଳେ କେତେକ ଲୋକ ଆହତ ହେଉଛନ୍ତି। କେତେକ ସ୍ଥାନରେ ବଜ୍ରପାତରେ ଘରେ ନିଆଁ ଲାଗିଯାଉଛି। ଆଜି ବି କେନ୍ଦୁଝର ଜିଲ୍ଲାରେ ଏମିତି ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଝଣଝଣାରେ ବଜ୍ରାପାତ ଯୋଗୁଁ ଅଘଟଣ ଘଟିଛି। ବଜ୍ରପାତ ଯୋଗୁଁ ଜଣଙ୍କ ଘରେ ନିଆଁ ଲାଗି ଯାଇଛି। ଫଳରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି […]

334

334

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 02:28 PM IST

Sports

Latest News

ଆନନ୍ଦପୁର(ମୁନା ସିଂହ): ରାଜ୍ୟରେ ଜାରି ରହିଛି ବଜ୍ରପାତ ବିତ୍ପାତ। ଏହି ଦୁର୍ବିପାକରେ କେତେକ ଲୋକଙ୍କ ଜୀବନ ଯାଉଥିବା ବେଳେ କେତେକ ଲୋକ ଆହତ ହେଉଛନ୍ତି। କେତେକ ସ୍ଥାନରେ ବଜ୍ରପାତରେ ଘରେ ନିଆଁ ଲାଗିଯାଉଛି। ଆଜି ବି କେନ୍ଦୁଝର ଜିଲ୍ଲାରେ ଏମିତି ଘଟଣା ଘଟିଛି।

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଝଣଝଣାରେ ବଜ୍ରାପାତ ଯୋଗୁଁ ଅଘଟଣ ଘଟିଛି। ବଜ୍ରପାତ ଯୋଗୁଁ ଜଣଙ୍କ ଘରେ ନିଆଁ ଲାଗି ଯାଇଛି। ଫଳରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଘଡଘଡ଼ି ମାରିବା ସହିତ ପ୍ରବଳ ବେଗରେ ପବନ ହୋଇଥିଲା। ୧୫ଟି ଜିଲ୍ଲାର ଜିଲ୍ଲାବାସୀଙ୍କୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story