ପ୍ରେସର ମାଇନ୍ ବିସ୍ଫୋରଣରେ ସିଆରପିଏଫ୍ ଯବାନ ସହିଦ୍

ମାଲକାନଗିରି (ଜିତେନ୍ଦ୍ର ବେଉରା): ସହିଦ୍ ସପ୍ତାହର ଚତୁର୍ଥ ଦିନରେ ହିଂସାକାଣ୍ଡ ଘଟାଇଛି ଲାଲବାହିନୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପ୍ରେସର ମାଇନ୍ ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି । ମାଲବାହୀ କ୍ୟାମ୍ପ ନିକଟରେ ଏହି ବିସ୍ଫୋରଣରେ ଘଟିଛି । ବଦଲିଠାରୁ ସାତଧାର ମାଲବାହୀ କ୍ୟାମ୍ପକୁ ଅପରେସନ୍ ସାରି ଯବାନମାନେ ଫେରୁଥିବା ବେଳେ ନକ୍ସଲ ମାନେ ଏହି ବିସ୍ଫୋରଣ ଘଟାଇଥିବା ଜଣାଯାଇଛି ।

bomb-90

bomb-90

Niharika Rout
  • Published: Wednesday, 31 July 2019
  • Updated: 31 July 2019, 11:28 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ସହିଦ୍ ସପ୍ତାହର ଚତୁର୍ଥ ଦିନରେ ହିଂସାକାଣ୍ଡ ଘଟାଇଛି ଲାଲବାହିନୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପ୍ରେସର ମାଇନ୍ ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି ।

ମାଲବାହୀ କ୍ୟାମ୍ପ ନିକଟରେ ଏହି ବିସ୍ଫୋରଣରେ ଘଟିଛି । ବଦଲିଠାରୁ ସାତଧାର ମାଲବାହୀ କ୍ୟାମ୍ପକୁ ଅପରେସନ୍ ସାରି ଯବାନମାନେ ଫେରୁଥିବା ବେଳେ ନକ୍ସଲ ମାନେ ଏହି ବିସ୍ଫୋରଣ ଘଟାଇଥିବା ଜଣାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story