ମା‘ଙ୍କ ସହ ସ୍କୁଲରୁ ଫେରୁଥିଲେ, ଚଢ଼ିଗଲା ଟ୍ରକ୍

ପାରାଦୀପ (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଅଠରବାଙ୍କୀ ଟର୍ମିନାଲ ଛକରେ ଟ୍ରକ୍‌ ଚଢ଼ି ଯିବାରୁ ଜଣେ ୧୦ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ମା’ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମହିଳାଙ୍କ ନାଁ ନେହା ଖଣ୍ଡେଲୱାଲ। ତେବେ ତାଙ୍କ ପୁଅର ନାଁ ଜଣାପଡ଼ିନାହିଁ। ନେହା ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ସୂଚନା ଅନୁସାରରେ, ଆଜି ଦିନ ପ୍ରାୟ ଗୋଟାଏ ବେଳେ ସ୍କୁଟିରେ ପୁଅକୁ ଧରି ନେହା […]

Truck

Truck

Tapaswini Nayak
  • Published: Friday, 08 April 2022
  • Updated: 08 April 2022, 02:29 PM IST

Sports

Latest News

ପାରାଦୀପ (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଅଠରବାଙ୍କୀ ଟର୍ମିନାଲ ଛକରେ ଟ୍ରକ୍‌ ଚଢ଼ି ଯିବାରୁ ଜଣେ ୧୦ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ମା’ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମହିଳାଙ୍କ ନାଁ ନେହା ଖଣ୍ଡେଲୱାଲ। ତେବେ ତାଙ୍କ ପୁଅର ନାଁ ଜଣାପଡ଼ିନାହିଁ। ନେହା ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି।

ସୂଚନା ଅନୁସାରରେ, ଆଜି ଦିନ ପ୍ରାୟ ଗୋଟାଏ ବେଳେ ସ୍କୁଟିରେ ପୁଅକୁ ଧରି ନେହା ସ୍କୁଲ୍‌ରୁ ଫେରୁଥିଲେ। ଏହି ସମୟରେ ଟର୍ମିନାଲ ଛକରେ ଟ୍ରକ୍‌ଟି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ନେହାଙ୍କ ପୁଅ ସ୍କୁଟିରୁ ଛିଟିକି ତଳେ ପଡ଼ି ଯାଇଥିଲେ। ଏହା ପରେ ତାଙ୍କ ମୁଣ୍ଡ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଗାଡ଼ିକୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭରକୁ  ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story