ଡାକ୍ତରଖାନା ଯିବାବେଳେ ଅଟୋ ସହ ମୁହାଁମୁହିଁ ଧକ୍କା

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡ଼ାଗୋଠ ସ୍ଥିତ ଟୋଲଗେଟ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶରତ ନାୟକ। ସେ ପୁଲିସ୍ କର୍ମଚାରୀ ଥିଲେ। ତେବେ ଆହତ ଦୁଇ ଜଣଙ୍କ ପରିଚୟ ମିଳିନାହିଁ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା […]

accident

accident

Tapaswini Nayak
  • Published: Monday, 31 August 2020
  • Updated: 31 August 2020, 01:53 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡ଼ାଗୋଠ ସ୍ଥିତ ଟୋଲଗେଟ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ଶରତ ନାୟକ। ସେ ପୁଲିସ୍ କର୍ମଚାରୀ ଥିଲେ। ତେବେ ଆହତ ଦୁଇ ଜଣଙ୍କ ପରିଚୟ ମିଳିନାହିଁ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶରତଙ୍କ ବାପାଙ୍କ ଦେହ ଖରାପ ଥିଲା। ଆଜି ସକାଳେ ଶରତ ତାଙ୍କ ବାପା ଓ ପଡ଼ୋଶୀ ଘରର  ଜଣେ ଯୁବକଙ୍କୁ ସ୍କୁଟିରେ ବସାଇ କେନ୍ଦୁଝର ମୁଖ୍ୟ ଚିକତ୍ସାଳୟକୁ ଆସୁଥିଲେ। ଏହି ସମୟରେ ଅପର ପାର୍ଶ୍ଵରୁ ଆସୁଥିବା ଅଟୋସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଶରତଙ୍କ ମୃତ୍ୟୁ ଘଟିଥିଲାବେଳେ ତାଙ୍କ ବାପା ଓ ଅନ୍ୟ ଜଣେ ଆହତ ହୋଇଥିଲେ।

ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲେ। ଅଟୋରେ ଥିବା ଦୁଇ ଜଣ ଯାତ୍ରୀ ମଧ୍ୟ ଫେରାର ହୋଇଯାଇଥିଲେ। ସେମାନଙ୍କର କିଛି ହୋଇନଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଅଟୋକୁ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story