କୁହାକୁଣ୍ଡାରେ ଝାଡ଼ାବାନ୍ତିରେ ଜଣେ ମୃତ, ୧୦ ଗୁରୁତର

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ କନକତୋରା ପଞ୍ଚାୟତ ଅନ୍ତର୍ଗତ କୁହାକୁଣ୍ଡା ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ଉମେଶ ଗୌଡ଼। ତାଙ୍କୁ ୨୨ବର୍ଷ ହୋଇଥିଲା। ଗୁରୁତର ଥିବା ୧୦ ଜଣଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏକ ମେଡିକାଲ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଝାରସୁଗୁଡ଼ା […]

jharsuguda medical

jharsuguda medical

Tapaswini Nayak
  • Published: Saturday, 29 January 2022
  • Updated: 29 January 2022, 02:16 PM IST

Sports

Latest News

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ କନକତୋରା ପଞ୍ଚାୟତ ଅନ୍ତର୍ଗତ କୁହାକୁଣ୍ଡା ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ଉମେଶ ଗୌଡ଼। ତାଙ୍କୁ ୨୨ବର୍ଷ ହୋଇଥିଲା। ଗୁରୁତର ଥିବା ୧୦ ଜଣଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏକ ମେଡିକାଲ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଝାରସୁଗୁଡ଼ା ସିଡିଏମ୍ଓ  ଡାକ୍ତର ଡୋଳାମଣି ପଟେଲ କହିଛନ୍ତି।

ସେ କହିଛନ୍ତି, କୁହାକୁଣ୍ଡା ଗାଁରେ ଝାଡ଼ାବାନ୍ତି  ବ୍ୟାପିବାର କାରଣ ଜଣାପଡ଼ିନାହିଁ। ଗାଁର ଗୋଟିଏ ପରିବାର ଆହ୍ଲାବାଦ ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନେ ଭଲ ହୋଇ ଯାଇଥିଲେ। କିନ୍ତୁ ତା’ ପରେ ଗାଁର ଆଉ ଦୁଇଟି ପରିବାରର ସଦସ୍ୟଙ୍କୁ ଝାଡ଼ାବାନ୍ତି ହୋଇଥିଲା।  ସେମାନଙ୍କ ମଧ୍ୟରୁ ଉମେଶଙ୍କର ମୃତ୍ୟୁ ଘଟିଥିଲା। ପରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି।

ସିଡିଏମ୍‌ଓ କହିଛନ୍ତି, ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ଗ୍ରାମବାସୀଙ୍କୁ ପୋଖରୀ ଓ ନଳକୂପ ପାଣି ପିଇବାକୁ ମନା କରାଯାଇଛି। ବିଡିଓ ମଧ୍ୟ ଗାଁକୁ ପାଣି ଯୋଗାଇ ଦେବାକୁ ରାଜି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story