ଏନ୍‌କାଉଣ୍ଟରରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଶ୍ରୀକାନ୍ତଙ୍କ ମୃତ୍ୟୁ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଭଞ୍ଜନଗର ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ଜଙ୍ଗଲରେ ଏନ୍‌କାଉଣ୍ଟରରେ ଆହତ ଶ୍ରୀକାନ୍ତ ରଣାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶ୍ରୀକାନ୍ତର ମୃତ୍ୟୁ ନେଇ ଭଞ୍ଜନଗର SDPO ସୂଚନା ଦେଇଛନ୍ତି। ଆହତ ହେବା ପରେ ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଥିଲେ ଶ୍ରୀକାନ୍ତ। ଗତକାଲି ରାତିରେ ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ଏମାନେ ହେଲେ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା। ଗୌରୀର ଘର ଭଞ୍ଜନଗର […]

deadbody

deadbody

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 11:52 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଭଞ୍ଜନଗର ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ଜଙ୍ଗଲରେ ଏନ୍‌କାଉଣ୍ଟରରେ ଆହତ ଶ୍ରୀକାନ୍ତ ରଣାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶ୍ରୀକାନ୍ତର ମୃତ୍ୟୁ ନେଇ ଭଞ୍ଜନଗର SDPO ସୂଚନା ଦେଇଛନ୍ତି। ଆହତ ହେବା ପରେ ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଥିଲେ ଶ୍ରୀକାନ୍ତ।

ଗତକାଲି ରାତିରେ ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ଏମାନେ ହେଲେ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା। ଗୌରୀର ଘର ଭଞ୍ଜନଗର ଥାନା ମୁଦୁଲିପଲି ହୋଇଥିବା ବେଳେ ଶ୍ରୀକାନ୍ତ ଓରଫ ଟେରୁର ଘର ଭୁବନେଶ୍ୱର ଭରତପୁର ଅଞ୍ଚଳରେ। ଏମାନଙ୍କ ବିରୋଧରେ ହତ୍ୟା, ଡକାୟତି, ଅପହରଣ, ରାହାଜାନି, ବୋମା ବିସ୍ଫୋରଣ, ବଟି ଆଦାୟ ଓ ଗାଡ଼ି ଚୋରି ଭଳି ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story