ବିଷାକ୍ତ ଫଳ ଖାଇ ଜଣେ ମୃତ, ଦୁଇ ଗୁରୁତର

ବାସୁଦେବପୁର(କୀରିଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବିନାକାରପୁର ଗାଁରେ ବିଷାକ୍ତ ଫଳ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ଗୁରୁତରଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଗୋଟିଏ ପରିବାରର। ମୃତକଙ୍କ ନାଁ ଯତିନ ମଳିକ। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ଗତକାଲି ରାତିରେ ଚର୍ମ ରୋଗ ଭଲ ହେବା ପାଇଁ ଏହି ତିନି ଜଣ କୋଚିଲା ଫଳ ଚୋପାକୁ […]

bhadrak

bhadrak

Tapaswini Nayak
  • Published: Friday, 10 May 2019
  • Updated: 10 May 2019, 12:26 PM IST

Sports

Latest News

ବାସୁଦେବପୁର(କୀରିଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବିନାକାରପୁର ଗାଁରେ ବିଷାକ୍ତ ଫଳ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ଗୁରୁତରଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଗୋଟିଏ ପରିବାରର।

ମୃତକଙ୍କ ନାଁ ଯତିନ ମଳିକ। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା।

ଗତକାଲି ରାତିରେ ଚର୍ମ ରୋଗ ଭଲ ହେବା ପାଇଁ ଏହି ତିନି ଜଣ କୋଚିଲା ଫଳ ଚୋପାକୁ ସିଝେଇ ଖାଇଥିଲେ। ଆଜି ସକାଳେ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାସୁଦେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯତିନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବଡ଼ ଭାଇଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୪ବର୍ଷର ଶିଶୁଟି ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story